Home Posts tagged duplicate medicine
Odisha News
କଟକ,୧୮/୭: କଟକରେ ଜବତ ହୋଇଥିବା ନକଲି ଉଚ୍ଚ ରକ୍ତଚାପ ଔଷଧ ମଣିଷ ବ୍ୟବହାର ଉପଯୋଗୀ ନୁହେଁ। ଏହା ସଂପୂର୍ଣ୍ଣ ଭାବେ ନକଲି। ଡ୍ରଗସ୍ ଟେଷ୍ଟିଂ ଏବଂ ରିସର୍ଚ୍ଚ ଲାବରେଟୋରିରୁ ଏହି ରିପୋର୍ଟ ଆସିଛି ।ଗଲା ୬ ମାସ ହେବ କଟକର ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଏହି ନକଲି ଉଚ୍ଚ ରକ୍ତ ଚାପ ଔଷଧ ପଠାଇଥିବାରୁ ଏବେ ଉଚ୍ଚ ରକ୍ତଚାପ ରୋଗୀଙ୍କ ମାନସିକ ଚାପ ଅଧିକ ବଢ଼ିଯାଇଥିବା କୁହାଯାଉଛି।ସୂଚନା ଅନୁଯାୟୀ, କଟକରେ […]Continue Reading
Odisha News
କଟକ,୧୨/୯: କଟକରେ ନକଲି ମେଡିସିନ୍ କାରବାର ମାମଲାର ୨ ଅଭିଯୁକ୍ତ ଆତ୍ମସମର୍ପଣ କରିଛନ୍ତି । ସୋମବାର ଦିନ କଟକ ପୁରୀଘାଟ ଥାନାରେ ଆତ୍ମସମର୍ପଣ କରିଛନ୍ତି ୨ ଜଣ ଅଭିଯୁକ୍ତ । ନକଲି ମେଡିସିନ୍ ବିକ୍ରି ଅଭିଯୋଗରେ ଡ୍ରଗ୍ ଇନ୍ସପେକ୍ଟର ପୁରୀଘାଟ ଥାନାରେ ଏତଲା କରିଥିଲେ । ଏହାପରେ ପୋଲିସ୍ ଏହି ମାମଲାରେ ତଦନ୍ତ କରିଥିଲା । ନକଲି ମେଡିସନ୍ କେଉଁଠୁ ଆସୁଛି? କିଏ ଏହାକୁ ପ୍ରସ୍ତୁତ କରୁଛି ? ଏସବୁର ଚେର ଖୋଜିବାକୁ ସ୍ୱତନ୍ତ୍ର ଟିମ୍ ଗଠନ […]Continue Reading
Top Stories
କଟକ,୯/୯: ଦାମି କମ୍ପାନି ଖୋଳ ଭିତରେ ନକଲି ଔଷଧ । ଲୋକଙ୍କୁ ଚକମା ଦେବା ପାଇଁ ଏଭଳି କାରନାମା କରିଛନ୍ତି କିଛି ନକଲି ବ୍ୟବସାୟି । ଖୋଳ ଅସଲି ଔଷଧ ନକଲି । ଟେଲ୍ମା-୪୦, ଟେଲ୍ମା ଏଏଚ୍, ଟେଲ୍ମା ଏଏମ୍ କମ୍ପାନିର ଔଷଧ ସବୁର ନକଲ କରାଯାଇ ଏକ ଦାମୀ ବ୍ରାଣ୍ଡ କମ୍ପାନିର ଖୋଳରେ ତାକୁ ପ୍ୟାକିଂ କରାଯାଇ ବଜାରକୁ ଛଡ଼ାଯାଇଛି । ଏଭଳି ନକଲି ଔଷଧ ଧରାପଡିଛି କଟକରେ । ଲକ୍ଷାଧିକ ଟଙ୍କାର ଏଭଳି ନକଲି […]Continue Reading
Seo wordpress plugin by www.seowizard.org.