Home Posts tagged diesel price hike
Odisha News
ନୂଆଦିଲ୍ଲୀ,୨ ।୪: ବେକାବୁ ହୋଇଛି ତୈଳ ଦର ବୃଦ୍ଧି । ପ୍ରତ୍ୟକ ଦିନ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ିଚାଲିଛି । ଶନିବାର ଦିନ ଦିଲ୍ଲୀରେ ୮୦ ଓ ମୁମ୍ବାଇରେ ୮୫ ପଇସା ଲେଖାଏଁ ପେଟ୍ରୋଲ, ଡିଜେଲ ଦର ବୃଦ୍ଧ ପାଇଛି। ସେହିପରି ଚେନ୍ନାଇରେ ୭୬ ପଇସା ଲେଖାଏଁ ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର। କୋଲକାତାରେ ପେଟ୍ରୋଲ ୮୪ ଓ ଡିଜେଲ ୮୦ ପଇସା ବଢ଼ିଲା।Continue Reading
Odisha News
ନୂଆଦିଲ୍ଲୀ,୨୭/୩: ପୁଣି ସମଗ୍ର ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ପାଇଛି। ଗତ ୬ ଦିନ ମଧ୍ୟରେ ଏହା ହେଉଛି ଇନ୍ଧନ ମୂଲ୍ୟରେ ୫ମ ଥର ବୃଦ୍ଧି।ରବିବାର ଦିନ ସକାଳ ୮.୦୭ରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ବରର ‘ହାଇୱେ ଡିଜେଲ୍ ସେଣ୍ଟର୍’ରେ ପେଟ୍ରୋଲ୍ ୫୪ ପଇସା ଓ ଡିଜେଲ୍ ୫୯ ପଇସା ବୃଦ୍ଧି ପାଇ ଲିଟର୍ପିଛା ଯଥାକ୍ରମେ ଟ. ୯୫.୬୧ ଓ ଟ. ୧୦୫.୭୬ରେ ବିକ୍ରୟ ହେଉଛି ବୋଲି ‘ଇଣ୍ଡିଆନ୍ ଅଏଲ୍’ ସୂଚନା ଦେଇଛି।ଆଜି ସକାଳ ୬ଟା […]Continue Reading
Seo wordpress plugin by www.seowizard.org.