
ମହେନ୍ଦ କୁମାର ଦର୍ଜିଙ୍କ ରିପୋର୍ଟଦେଓଗାଁ,୨୯/୧୧ : ପଞ୍ଚମ ପର୍ଯ୍ୟାୟ ତ୍ରି- ଦିବସୀୟ ପ୍ରୟୋଗ ତାଲିମ ଶିବିର ଦେଓଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ତା. ୨୮.୧୧.୨୦୨୪ ରୁ ଆରମ୍ଭ ହୋଇଯାଇଛି।ଏହି କର୍ମଶାଳାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଅଜିତ କୁମାର ମିଶ୍ର,ମୁଖ୍ୟ ଅତିଥି ରୂପେ ଯୋଗଦେଇ ତୃତୀୟ ଶ୍ରେଣୀ ମଧ୍ୟରେ ବର୍ଣ୍ଣ ବୋଧ ଶେଷ କରିବା ସହ ଯୋଗ,ବିୟୋଗ,ହରଣ,ଗୁଣନ ସଂଖ୍ୟା ଜ୍ଞାନ ମାପ ସମୟ ର Continue Reading