Home Posts tagged deogarh
Odisha News
ଦେବଗଡ଼, ୫/୩ : ସ୍ୱାମୀ ଓ ପୁଅକୁ ଛାଡ଼ି ପ୍ରେମିକ ସହ ଯାଇଥିଲେ। ହେଲେ ଯେଉଁ ପ୍ରେମିକଙ୍କ ହାତ ଧରି ଘରର ଚାରି କାନ୍ଥ ଭିତରୁ ଗୋଡ କାଢ଼ିଥିଲେ, ସିଏ ସାଜିଲା ହତ୍ୟାକାରୀ। ପ୍ରେମିକାର ଚରିତ୍ରକୁ ସନ୍ଦେହ କରି ତଣ୍ଟି ଚିପି ହତ୍ୟା କରିଥିଲା।ଏପରି ବୀଭତ୍ସ ହତ୍ୟାକାଣ୍ଡ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ ଘଟିଛି। ଅଭିଯୋଗ ପରେ ପୁଲିସ୍ ହତ୍ୟାକାରୀ ପ୍ରେମିକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ଥାନା ବଡଖୋଲ ଗାଁର […]Continue Reading
Odisha News
ଦେବଗଡ଼, ୨୭/୧ : ଅନ୍ଧାର ରାତିରେ କାନ୍ଥ ଭାଙ୍ଗି ଘରେ ପଶିଲା ଦନ୍ତା। ଶୁଣ୍ଢରେ ଉଠାଇ ମହିଳା ଦୁଇ ଜଣଙ୍କୁ କଚାଡି ମାରିଲା। ଦେବଗଡ଼ ବନାଞ୍ଚଳ ଲଇମୁରା ଫରେଷ୍ଟ ସେକ୍ସନରେ ଗତ ବିଳମ୍ବିତ ରାତିରେଏହି ଅଘଟଣ ଘଟିଛି। ମୃତକ ମହିଳା ଦ୍ୱୟ ହେଲେ ସୁରୁବାଲି କିସାନ ଓ ଖଇରି କିସାନ।ଗତ ବିଳମ୍ବିତ ରାତିରେ ସୁରୁବାଲି ଓ ଖଇରି ଘରେ ଶୋଇଥିଲେ। ଏହି ସମୟରେ ଏକ ଦନ୍ତା ହାତୀ କାନ୍ଥ ଭାଙ୍ଗି ଘର ଭିତରକୁ ପଶି ଆସିଥିଲା। ହାତୀଟିକୁ […]Continue Reading
Odisha News
ଦେବଗଡ଼, ୧୬/୧: ଧାନ ମଣ୍ଡିରେ ଅବ୍ୟବସ୍ଥା ଓ ଚାଷୀମାରଣ ନୀତି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ କରାଯାଇଛି। କଂଗ୍ରେସ ପକ୍ଷରୁ ଦେବଗଡ଼ ବନ୍ଦ ଡାକରାକୁ ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ସମର୍ଥନ କରାଯାଇଛି।ଆଜି ସକାଳେ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଓ ଚାଷୀ ସଂଘ ସଦସ୍ୟମାନେ ନୀଲବେଣୀସାହି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଉପରେ ଧାନବସ୍ତା ରଖି ବିରୋଧ କରିବା ସହିତ […]Continue Reading
Odisha News
ଦେବଗଡ଼,୨୪/୧୨: ଦେବଗଡ଼ରୁ ଅପହୃତା ଶିଶୁକନ୍ୟାକୁ ସୁନ୍ଦରଗଡ଼ରୁ ଉଦ୍ଧାର କରାଯିବା ପରେ ପୁଲିସ ଘଟଣାରେ ସଂଶ୍ଳିଷ୍ଟ ୪ ଅପହରଣକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଏମାନେ ସମସ୍ତେ ଦେବଗଡ଼ ଜିଲ୍ଲାର ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଟଙ୍କା ଆଦାୟ ଲାଗି ଏମାନେ ଅପହରଣ କରିଥିଲେ।ଗିରଫ ଅଭିଯୁକ୍ତ ମାଷ୍ଟର ମାଇଣ୍ଡ ଦେବଗଡ଼ ଥାନା ଅନ୍ତର୍ଗତ ନୂଆଗାଁର ହିମାଂଶୁ ନାରଙ୍ଗ। ସହଯୋଗୀ ଅଭିଯୁକ୍ତମାନେ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ମେଂଢ଼ୀପାଲି ସାଧୁବାହାଲ ଗ୍ରାମର Continue Reading
Odisha News
ସୁନ୍ଦରଗଡ଼/ଦେବଗଡ଼, ୧୯/୧୨: ଦେବଗଡ଼ରୁ ଅପହୃତା ଶିଶୁକନ୍ୟା ଉଦ୍ଧାର। ଆଜି ସକାଳେ ଦେବଗଡ଼ର କପଡା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁ (୬)କୁ କାନ୍ଦୁଥିବାର ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁର ଜଣେ ମହିଳା ଦେଖିବାକୁ ପାଇଥିଲେ।ଦେବଗଡ଼ରୁ ଆଈମା କୋଳରୁ ଅପ଼ହୃତା ନାବାଳିକା ପିହୁକୁ ଭୋର୍ ୪ଟା ବେଳେ ବଡ଼ଗାଁ ଥାନା ସରବତୀ ଦେବୀ ଉଚ୍ଚବିଦ୍ୟାଳୟ ସମ୍ମୁଖ ରାସ୍ତାର ପୋଲ ତଳୁ ମହିଳା ଉଦ୍ଧାର କରିଥିଲେ। ଭୋରରୁ କାମକୁ ଯାଉଥିବା ଉକ୍ତ ମହିଳା ଦେଖିବା ପରେ ତାକୁ ଉଦ୍ଧାର Continue Reading
Odisha News
ଦେବଗଡ଼ ,୫/୧୨: ଗିରଫ ହେଲେ ସାଇବର ଲୁଟେରା ଗ୍ୟାଙ୍ଗ। ସେମାନଙ୍କ ଠାରୁ ପୋଲିସ ଆଧାର କାର୍ଡ, ଚେକ୍ ବୁକ୍, ଏଟିଏମ୍ କାର୍ଡ, ମୋବାଇଲ୍ ଫୋନ୍, ପାନ୍କାର୍ଡ ଜବତ କରିଛି। ଏଭଳି ଏକ ଅନଲାଇନ୍ ଅପରାଧ ଦେବଗଡ଼ ଜିଲ୍ଲା ରାଇତାଲ ଅନ୍ତର୍ଗତ ରାଇତାଲ ଗାଁରେ ଦେଖିବାକୁ ମିଳିଛି। ସାଇବର ଲୁଟେରାମାନେ କେବିସି ଲଟେରି ନାଁରେ ୨ ଲକ୍ଷ ୪୩ ହଜାର ୨୦୦ ଟଙ୍କା ଠକିନେଇଥିବା ଅଭିଯୋଗ କାରି କହିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ୭ ଜଣ ସାଇବର ଅପରାଧିଙ୍କୁ […]Continue Reading
Odisha News
ଦେବଗଡ଼,୨୪/୧୧: ଶଗଡ଼କୁ ଧକ୍କା ଦେଇ ଓଲଟି ପଡ଼ିଲା ଟ୍ରକ୍। ଦୁର୍ଘଟଣାରେ ୨ଟି ବଳଦଙ୍କ ସହ ଦମ୍ପତିଙ୍କର ମୃତ୍ୟୁ ଘଟିଛି। ଏଭଳି ଦୁର୍ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ତିଲେଇବଣି ନିକଟ ୪୯ ନମ୍ବର ଜାତୀୟ ରାଜପଥରେ। ମୃତକମାନେ ହେଲେ ଅସୁରଖୋଲ ଗାଁର ଶରତ ସାହୁ ଓ ତାଙ୍କ ସ୍ତ୍ରୀ ବିଶାଖା ସାହୁ।ଗ୍ଦ ଭଚ୍ଚଆଜି ସକାଳେ ଶରତ ତାଙ୍କ ସ୍ତ୍ରୀ ବିଶାଖା ଶଗଡ଼ ନେଇ ବିଲରେ କାଟି ରଖିଥିବା ଧାନକୁ ଆଣିବାକୁ ଯାଇଥିଲେ। ଏହି ସମୟରେ ତିଲେଇବଣି ଛକରେ ଏକ […]Continue Reading
Odisha News
ଦେବଗଡ, ୨୭/୧୦: ବୁଧବାର ଦେବଗଡ ଆଦର୍ଶ ଥାନା ପୋଲିସ ପକ୍ଷରୁ ତିଲେଇବଣୀ ବ୍ଲକ ଅନ୍ତର୍ଗତ କଦମଦର୍ହ ଗ୍ରାମରେ ଚଢାଉ କରାଯାଇ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି। ଗିରଫ ନକଲି ଡାକ୍ତର ଜଣକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ନଦିଆ ଜିଲ୍ଲା ପୂର୍ବନୱାପରା ଅଞ୍ଚଳର କାଳିପଦ ରୟଙ୍କ ପୁଅ ୪୦ ବର୍ଷ ବୟସ୍କ ପ୍ରଶାନ୍ତ ରୟ। କ୍ଲିନିକରୁ ଲକ୍ଷାଧିକ ଟଙ୍କାର ଔଷଧ ଜବତ କରାଯାଇଛି।ଗିରଫ ପ୍ରଶାନ୍ତ ଚାରି ବର୍ଷ ପୂର୍ବେ କଦମଦର୍ହ ଗ୍ରାମକୁ ଆସି ଏକ କ୍ଲିନିକ ଖୋଲିବା […]Continue Reading
Odisha News
ଦେବଗଡ଼ ୨୦।୧୦ : ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଦେବଗଡ଼ ପୌର ପରିଷଦର ପୂର୍ବତନ କନିଷ୍ଠ ଯନ୍ତ୍ରୀ ବିଜୟାନଦ ସାହୁ ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ଧରାପଡିଛନ୍ତି । ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀ ଆଠ ହଜାର ଟଙ୍କା ନେବେ ବେଳେ ଧରିଛି ଭିଜିଲାନ୍ସ ।ଖବର ଅନୁଯାୟୀ, ଦେବଗଡ଼ ପୌର ପରିଷଦ ଅଧିନରେ ଠିକାକାମ କରୁଥିବା କଳିତ କୁମାର ନାମକ ଠିକାଦର ସହରରେ ଏକ କଲଭର୍ଟ ନିର୍ମାଣ କରିଥିଲେ । ଏଥିପାଇଁ ପୌର ପରିଷଦ […]Continue Reading
Odisha News
ଦେବଗଡ଼, ୧୯/୮: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ନରେ ବଜ୍ରପାତ ହୋଇଥିବା ସୂଚନା ମିଳିଛି । ଦେବଗଡ଼ ଜିଲ୍ଲା ତିଲେଇବଣି ଅଞ୍ଚଳରେ ଏକ ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ବଜ୍ରପାତ ହେବାରୁ ୬ ଜଣ ପିଲା ଆହତ ହୋଇଛନ୍ତି। ଗୁରୁତର ପିଲାମାନଙ୍କୁ ଦେବଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି।ତିଲେଇବଣି ବ୍ଲକ ଅନ୍ତର୍ଗତ କୁଟୁରାପଶି ପ୍ରାଥମିକ ବିଦ୍ୟାଳୟରେ ବଜ୍ରପାତି ହେବାରୁ ୬ ଜଣ ଛାତ୍ରୀ ଓ ଜଣେ ଛାତ୍ର ଗୁରୁତର ହୋଇଛନ୍ତି । Continue Reading
Seo wordpress plugin by www.seowizard.org.