Home Posts tagged deogarah
Odisha News
ଦେବଗଡ଼,୧୮/୧୨:ରାଜ୍ୟରେ ହାତୀ ଓ ମଣିଷ ଲଢ଼େଇ ଜାରି ରହିଛି। କେତେବେଳେ ହାତୀକୁ ମଣିଷ ମାରୁଛି ତ କେତେବେଳେ ହାତୀ ଆକ୍ରମଣରେ ଯାଉଛି ମଣିଷର ଜୀବନ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଛି ଏଭଳି ଖବର। ହାତୀ ଆକ୍ରମଣରେ ଯାଇଛି ଆଉ ଜଣଙ୍କ ଜୀବନ। ଘଟଣାଟି ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ ଚିରୁଗୁଣିକୁଦର ଗାଁରେ।ମୃତ ଯୁବକଙ୍କ ନାଁ ଭାଗ୍ୟ କିସାନ। ତାଙ୍କୁ ୩୫ ବର୍ଷ ହୋଇଥିଲା। ଗତକାଲି ରାତିରେ ଭାଗ୍ୟ ତାଙ୍କ ଘର ନିକଟ ଖଳାରେ ଶୋଇଥିଲେ। […]Continue Reading
Seo wordpress plugin by www.seowizard.org.