
ହ୍ମବ୍ରହ୍ମପୁର,୨୨/୧୦: : ଗଞ୍ଜାମ ଜିଲ୍ଲାରେ ବ୍ୟାପି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଦିନକୁ ଦିକ ସ୍ଥିତି ସଙ୍ଗିନ୍ ହେଉଛି । କିଛିକିଛି ଦିନର ବ୍ୟବଧାନରେ ଜିଲ୍ଲାରୁ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଜିଲ୍ଲାରେ ମୋଟ ଡେଙ୍ଗୁ ପଜିଟିଭ୍ ସଂଖ୍ୟା ୧୩୩ରେ ପହଞ୍ଚି ସାରିଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ସେପଟେ ଆନ୍ଧ୍ର ସୀମାନ୍ତ ବ୍ଲକ୍ ପାତ୍ରପୁରରେ ସ୍ଥିତି ସଙ୍ଗିନ୍ ହୋଇ ପଡ଼ିଛି। ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍ରୁ Continue Reading