ଭୁବନେଶ୍ବର, ୨୦/୮: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପୁଣି ଅସୁସ୍ଥ ହୋଇ ଦିଲ୍ଲୀ ଏମ୍ସରେ ସୋମବାର ବିଳମ୍ବିତ ରାତିରେ ଭର୍ତ୍ତି ହୋଇଛନ୍ତି।ମନ୍ତ୍ରୀ ଓରାମଙ୍କୁ ଏମ୍ସର ନ୍ୟୁ ପ୍ରାଇଭେଟ୍ ୱାର୍ଡରେ ଭର୍ତ୍ତି କରାଯାଇଛି। ଛାତି ରୋଗ ବିଭାଗର ମୁଖ୍ୟ ଡାକ୍ତର ଅନନ୍ତ ମୋହନଙ୍କ ତତ୍ତ୍ୱାବଧାନରେ ସେ ଚିକିତ୍ସିତ ହେଉଛନ୍ତି। ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।Continue Reading
ନୂଆଦିଲ୍ଲୀ, ୩୦/୯: ‘ଡିଉଟି’ ସମୟରେ ଡାକ୍ତର ଅଥବା ଅନ୍ୟାନ୍ୟ କର୍ମଚାରୀଙ୍କ ନିମନ୍ତେ ଚା ଜଳଖିଆ ଆଦି ଆଣିବାକୁ ନ ଯାଇ ନିୟୋଜିତ କାର୍ୟ୍ୟରେ ଉପସ୍ଥିତ ରହିବାକୁ ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’ (ଏମ୍ସ୍) ତା’ର ‘ସିକ୍ୟୁରିଟି ଗାର୍ଡ’ମାନଙ୍କୁ କହିଛି।ଡିୟୁଟି ସମୟରେ ବରିଷ୍ଠ କର୍ମଚାରୀମାନେ ‘ସିକ୍ୟୁରିଟି ଗାର୍ଡ’ମାନଙ୍କୁ ଚା ଜଳଖିଆ ଆଣିବାକୁ ପଠାଉଥିବା ଜାଣିବା ପରେ ଏହାକୁ ବନ୍ଦ କରାଇବା ପାଇଁ ‘ଏମ୍ସ୍’ର ନୂଆ ନିର୍ଦେଶକ ଏମ୍. ଶ୍ରୀନିବାସ Continue Reading
ନୂଆଦିଲ୍ଲୀ, ୨୦/୫: ରୋଗୀଙ୍କ ପାଇଁ ବଡ଼ ଘୋଷଣା କରିଛି ଦିଲ୍ଲୀ ଏମ୍ସ। ଏଣିକି ଦିଲ୍ଲୀ ଏମ୍ସରେ ୩୦୦ ଟଙ୍କା ଭିତରେ ହେଉଥିବା ସମସ୍ତ ଟେଷ୍ଟ ପାଇଁ ରୋଗୀଙ୍କୁ ଆଉ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ।ଏହା ଅର୍ଥ ହସ୍ପିଟାଲରେ ମାଗଣାରେ ରୋଗୀମାନେ ନିଜର ପରୀକ୍ଷଣ କରିପାରିବେ। ଏମ୍ସର ଏପରି ଘୋଷଣା ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି।ମିଳିଥିବା ସୂଚନା ଅନୁଯାୟୀ, ନୂଆ ନିୟମ ପରେ ଦିଲ୍ଲୀ ଏମ୍ସରେ ବିଭିନ୍ନ ପ୍ରକାରର ରକ୍ତର ପରୀକ୍ଷା, Continue Reading