Home Posts tagged deepika-ranveer singh
Bollywood
ମୁମ୍ୱାଇ, ୬/୭: ଷ୍ଟାର କପଲ୍ । ବହୁତ ଧନୀ । ବଲିଉଡ୍ର ମୋଷ୍ଟ ଡିମାଣ୍ଡ ଷ୍ଟାର ଆଉ ଏସୀଆ ମହାଦେଶର ଧନୀ ସେଲିବ୍ରିଟି କପଲ । ଦୀପିକା ପାଦୁକୋନ୍ ଓ ରଣବୀର ସିଂ । ଇଣ୍ଡିଆନ୍ ଇନଷ୍ଟିଟ୍ୟୁଟ୍ ଅଫ୍ ହ୍ୟୁମାନ୍ ବ୍ରାଣ୍ଡସ୍ର ସର୍ଭେ ରେ ଦୀପିକା –ରଣବୀରଙ୍କୁ ଏମିତି କ୍ରେଡିଟ୍ । କେବଳ ଧନୀ ନୁହନ୍ତି ପାୱାରଫୁଲ କପଲ ସେମାନେ ।ବଲିଉଡ୍ର ୨୦୨୨ର ମୋଷ୍ଟ ପାଓ୍ବାରଫୁଲ୍ କପଲ୍ ମଧ୍ୟ ରାମଲୀଲା ,ବାଜିରାଓ ମସ୍ତାନୀର ସୁପରହିଟ୍ ଯୋଡି । […]Continue Reading
Seo wordpress plugin by www.seowizard.org.