
ଭୁବନେଶ୍ୱର, ୨୧/୧୨ : ଆଜି ହେଉଛି ବର୍ଷର ସବୁଠାରୁ ଛୋଟ ଦିନ । ଭୁବନେଶ୍ୱର ପାଇଁ ୨୧ ଡିସେମ୍ବର ୨୦୨୪, ଶନିବାରରେ ଦିନ ଛୋଟ ହେବ ରାତି ସମୟ ଲମ୍ବା ରହିବ । ଭୁବନେଶ୍ଵରରେ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ପର୍ଯ୍ୟନ୍ତ ସୂର୍ଯ୍ୟାଲୋକ ରହିବ ।ଆଉ ତା ପରେ ସୂର୍ଯ୍ୟ ଅସ୍ତ ହୋଇଯିବେ । ଆଉ ଦୀର୍ଘତମ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ରବିବ ବୋଲି ମହାକାଶ […]Continue Reading