Home Posts tagged DEAD BODY OF DELIVERY BOY
Odisha News
କଟକ,୧୭/୭: ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ନିକଟରୁ ଜଣେ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ନିରାକାର ବେତାଳ। ସେ ସିଡିଏ ୭ ଅଞ୍ଚଳର ବାସିନ୍ଦା ଥିଲେ।ପୁଲିସ୍ ଘଟଣାସ୍ଥଳରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରାସ୍ତା କଡ଼ରେ ତାଙ୍କର ବାଇକ୍ ପଡ଼ିଥିଲା। ଖଣ୍ଡବିଖଣ୍ଡିତ ବାଇକ୍କୁ ଦେଖି ତାଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି ପୁଲିସ୍ ଅନୁମାନ କରୁଛି। ତେବେ ପୁଲିସ୍ ଘଟଣାର ତଦନ୍ତ କରୁଛି।ଘରେ ଖାଦ୍ୟ ପହଞ୍ଚାଇବା ପାଇଁ Continue Reading
Seo wordpress plugin by www.seowizard.org.