Home Posts tagged cyclone biparjoy
Odisha News
ଗୁଜରାଟ,୧୬/୬ : ବାତ୍ୟା ‘ବିପର୍ଯ୍ୟୟ’ ଗତକାଲି ଗୁଜରାଟର ଲ୍ୟାଣ୍ଡଫଲ କରିଥିବା ବେଳେ ଏଥିଯୋଗୁ ସେଠାରେ ବ୍ୟାପକ କ୍ଷୟକ୍ଷତି ହୋଇଛି।ରାଜ୍ୟର ୧୦ଟି ଜିଲ୍ଲାର ଲୋକେ ପ୍ରଭାବିତ ହୋଇଛନ୍ତି। ବାତ୍ୟା ଯୋଗୁ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ୨୦ରୁ ଅଧିକ ପ୍ରାଣୀଧନଙ୍କ ଜୀବନ ଯାଇଛି। ୫୦୦ରୁ ଅଧିକ ଗଛ ଉପୁଡ଼ି ପଡ଼ିଛି। ବହୁ ସଂଖ୍ୟାରେ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ୯୦୦ରୁ ଅଧିକ ଗାଁକୁ ବିଜୁଳି ସେବା ବିଚ୍ଛିନ୍ନ ହୋଇଯାଇଛି।ଏନ୍ଡିଆରଏଫ୍ Continue Reading
National News
Gujarat,June 15 :  With cyclone ‘Biparjoy’ likely to make landfall near Jakhau Port in Gujarat’s Kutch district on Thursday, parts of the Saurashtra-Kutch region received heavy rains accompanied by strong winds, the Met department said. This will be the second cyclone to hit the state in two years after ‘Tauktae’ in May 2021. The IMD […]Continue Reading
Odisha News
ନୂଆଦିଲ୍ଲୀ,୧୪/୬: ଆରବ ସାଗରରେ ସୃଷ୍ଟି ହୋଇଥିବା ବଡ଼ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଭୀଷଣ ରୂପ ଧାରଣ କରି ଗୁଜୁରାଟ ଉପକୂଳ ଆଡ଼କୁ ମୁହାଁଉଛି। ଗୁଜରାଟର ପୋରବନ୍ଦରରେ ବୁଧବାର ପ୍ରବଳ ପବନ ସହ ପ୍ରବଳ ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ଅନେକ ଗଛ ଉପୁଡ଼ି ପଡ଼ିଛି।ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, କେରଳ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ, ଲାକ୍ଷାଦ୍ୱୀପ ସମେତ ଅନେକ ରାଜ୍ୟ ଏବଂ Continue Reading
Odisha News
ଗାନ୍ଧିନଗର,୧୩/୬: ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଆସନ୍ତା ଗୁରୁବାର ଦିନ ସ୍ଥଳଭାଗ ଛୁଇଁବ। ଗୁଜରାଟର କଚ୍ଛ ଏବଂ ପାକିସ୍ତାନର କରାଚି ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।ଯଦିଓ ବାତ୍ୟା ବିପର୍ଯ୍ୟୟ ଉପକୂଳରେ ପହଞ୍ଚିବାକୁ ଆହୁରି ୨ ଦିନ ବାକି ଅଛି, କିନ୍ତୁ ଏହା ଏବେ ଏହାର ରୂପ ଦେଖାଇବା ଆରମ୍ଭ କରିଦେଲାଣି । ତେବେ ଆଶ୍ବସ୍ତିର କଥା ହେଉଛି ଯେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବାତ୍ୟା Continue Reading
National News
Ahmedabad,June 11: The Gujarat government is deploying NDRF and SDRF teams in coastal areas and will set up shelters in six districts as the extremely severe cyclonic storm Biparjoy is likely to make landfall between Kutch district and Pakistan’s Karachi on June 15. The exact place where the cyclone will make landfall will become clear […]Continue Reading
Odisha News
ନୂଆଦିଲ୍ଲୀ,୧୧/୬: ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ କେନ୍ଦ୍ରୀଭୂତ ହୋଇଥିବା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଘଣ୍ଟାପ୍ରତି ୫ କିଲୋମିଟର୍ ବେଗରେ ଉତ୍ତର ଦିଗକୁ ଗତିକରୁଛି ଏବଂ ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଆହୁରି ତୀବ୍ରତର ହୋଇ ଅତ୍ୟନ୍ତ ଉଗ୍ର ସାମୁଦ୍ରିକ ବାତ୍ୟା ପାଲଟିବାର ସମ୍ଭାବନା ଅଛି ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ କହିଛି।ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି ଯେ, ଅତି ଉଗ୍ର ପାଲଟିଥିବା ଏହି ସାମୁଦ୍ରିକ ବାତ୍ୟା ଉତ୍ତର Continue Reading
Seo wordpress plugin by www.seowizard.org.