Home Posts tagged cyber fraud
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୨/୩: ସାଧାରଣ ନିର୍ବାଚନକୁ ଆଳ କରି ଜାଲ ବିଛାଇଲେଣି ସାଇବର ଅପରାଧୀ। ସାଧାରଣ ନିର୍ବାଚନ ପୂର୍ବରୁ ଶହ ଶହ କୋଟି ଟଙ୍କା ଠକି ନେବାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ସାରିଲେଣି। ଟାଟା, ଫୋନ୍ ପେ ନାଁରେ ଆକାଉଣ୍ଟକୁ ଟଙ୍କା ଯାଉଥିବା ଅଫର ଦେଇ ଠକେଇ କରୁଥିବା ବେଳେ ଏବେ ନିର୍ବାଚନ ପାଇଁ ବିଜେପି ୩ ମାସ ଲାଗି ଫ୍ରି ରିଚାର୍ଜ ଯୋଜନା କରିଥିବା ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି […]Continue Reading
Odisha News
କଟକ,୧୦/୬ : ଓଡ଼ିଶା ସିମ୍ ଆସାମ୍, ହରିଆଣା, ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ ସାଇବର ଠକଙ୍କୁ ବିକୁଥିଲେ। ସାଇବର ଠକମାନେ ଏହି ସିମ୍ ବ୍ୟବହାର କରି ଲୋକଙ୍କୁ ଠକୁଥିଲେ।ସାଇବର ଠକଙ୍କୁ ସିମ୍ ଯୋଗାଇ ଦେଇ ମାଲେମାଲେ ହେଉଥିବା ୮ ଜଣ ଯୁବକଙ୍କୁ ଗିରଫ କରିଛି କଟକ ସାଇବର ଥାନା ପୁଲିସ। ଏହି ୮ ଯୁବକ ଗ୍ରାହକଙ୍କ ଠକି ସେମାନଙ୍କ ନାମରେ ସିମ୍ କାର୍ଡ ବାହାର କରୁଥିଲେ। ଯାହାକୁ ସେମାନେ ବାହାର ରାଜ୍ୟର ସାଇବର ଠକଙ୍କୁ ବିକୁଥିଲେ। ଏନେଇ ଆଜି […]Continue Reading
Odisha News
ଭୁବନେଶ୍ୱର, ୫/୧୦: ନ୍ୟୁଡ୍ କଲ୍ ପରେ ଆଇପିଏସ୍ ଅଫିସର କହି ଭିଡିଓ କଲ୍, ଧମକ ଦେଇ ନେଇଗଲେ ୭୧ ହଜାର । ଠକାମିର ଶିକାର ପରେ ସାଇବର ଥାନାରେ ଏପରି ଏକ ଅଭିଯୋଗ ହୋଇଛି ।ଜଟଣୀର ଜଣେ ଔଷଧ ବିତରକ ନ୍ୟୁଡ୍କଲରେ ଫଶିଥିବା ଜଣାପଡ଼ିଛି । ସୋସିଆଲ ମିଡିଆରେ ନ୍ୟୁଡ୍ ଭିଡିଓକଲକୁ ଭାଇରାଲ କରିବା ସହ ବର୍ଦ୍ଦି ପିନ୍ଧି ପୋଲିସ୍ର ପରିଚୟ ଦେଇ ବ୍ଲାକମେଲ କରିଥିବା ଅଭିଯୋଗ ହୋଇଛି । ୩ଟି କିସ୍ତିରେ ଲୁଟେରା ୭୦ ହଜାର […]Continue Reading
Odisha News
ଭୁବନେଶ୍ୱର,୧୫/୯: ସର୍ବସାଧାରଣ ଜାଗାରେ ଫୋନ ଚାର୍ଜ କରୁଥିଲେ ସାବଧାନ ହୋଇଯାନ୍ତୁ । ନହେଲେ ଶିକାର ହୋଇପାରନ୍ତି ସାଇବର ଠକର ।ଦିନକୁ ଦିନ ସାଇବର ଠକଙ୍କ ସବୁଆଡେ ତାଙ୍କ ଜାଲ ବିଛାଇ ଚାଲିଛନ୍ତି । ଆଉ ସାଧାରଣ ଲୋକ ତାଙ୍କ ଜାଲରେ ପଡି ଲକ୍ଷ ଲକ୍ଷ ଟଙ୍କା ହରାଇ ବସୁଛି ।ସେହିପରି ଏବେ ଏକ ଅଭିନବ ଉପାୟରେ ବାହାର କରିଛନ୍ତିି ସାଇବର ଠକ । ଷ୍ଟେସନ କିମ୍ବା ୟୁଏସବି ପାୱାର ଷ୍ଟେସନରେ ମୋବଇଲ ଚାର୍ଜ ନକରିବାକୁ ଓଡ଼ିଶା ପୁଲିସ […]Continue Reading
Seo wordpress plugin by www.seowizard.org.