Home Posts tagged Cuttack (Page 25)
Odisha News
ଭୁବନେଶ୍ୱର, ୨୯/୭: ଭୁଲ କ୍ୟାନ୍‌ସର୍ ରିପୋର୍ଟ ପାଇଁ ଅଙ୍ଗ ହରାଇଲେ ରୋଗୀ। ଖାଲି ଅଙ୍ଗ ହରାଇଲେନି ଏବେ ଅବସ୍ଥା ଗୁରୁତର। ଏସସିବି ମେଡିକାଲ କଲେଜ ପାଥୋଲୋଜି ବିଭାଗ ବିରୋଧରେ ଏପରି ଏକ ସାଂଘାତିକ ଅଭିଯୋଗ ଆସିଛି। ଏନେଇ ମେଡିକାଲ ଅଧିକ୍ଷକଙ୍କ ପାଖରେ ରୋଗୀଙ୍କ ସମ୍ପର୍କୀୟ ଲିଖିତ ଅଭିଯୋଗ କରିଛନ୍ତି।ଢେଙ୍କାନାଳ ଅଞ୍ଚଳର ଜଣେ ମହିଳାଙ୍କ ଛାତିରେ ମାଂସ ବଢିବା ପରେ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ସର୍ଜରୀ ବିଭାଗରେ ଅପରେସନ ପରେ ମାଂସ Continue Reading
Odisha News
କଟକ, ୨୮/୭: ସହିପାରିଲାନି ସ୍ୱାମୀର ନିର୍ଯାତନା। ଶେଷରେ ମାସକର ଛୁଆକୁ ନେଇ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଲା ମା’। ଆତ୍ମହତ୍ୟା କରିବା ପାଇଁ ଯାଇଥିବା ମହିଳା ଓ ତାଙ୍କ ଶିଶୁକୁ ଉଦ୍ଧାର କରିଛି ପୁଲିସ। ଏପରି ଘଟଣା ଘଟିଛି କଟକ ଷ୍ଟେସନରେ। ଉକ୍ତ ମହିଳାଙ୍କ ଘର କଟକର ମଙ୍ଗଳବାଗ ଅଞ୍ଚଳରେ ବୋଲି ଜଣାଯାଇଛି।ଗତକାଲି ରାତିରେ ଜଣେ ମହିଳା ନିଜର ମାସକର ଛୁଆକୁ ନେଇ କଟକ ରେଳ ଷ୍ଟେସନରେ ଆତ୍ମହତ୍ୟା କରିବା ପାଇଁ […]Continue Reading
Odisha News Ollywood News
କଟକ, ୨୭/୭: ଘାରିଲା ଗିରଫଦାରୀର ଭୟ। ଗିରଫ ଆଶଙ୍କାରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଅଭିନେତା ବାବୁସାନ। ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି।ପତ୍ନୀ ତ୍ରିପ୍ତିଙ୍କ ପକ୍ଷରୁ ଦାୟର ଏତଲାରେ ବାବୁସାନ ଅଭିଯୁକ୍ତ ଅଛନ୍ତି। ତାଙ୍କ ନାଁରେ ଦଫା ୪୯୮(କ), ୫୦୬ ମାମଲା ରୁଜୁ ହୋଇଛି। ତେଣୁ ଗିରଫ ଭୟରେ ବାବୁସାନ ବୁଧବାର ଆଗୁଆ ଜାମିନ ପାଇଁ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି।ଖାରବେଳନଗର ଥାନାରେ ପତ୍ନୀ ତ୍ରିପ୍ତି ଶତପଥୀ ମାମଲା ରୁଜୁ କରିଛନ୍ତି। ଏଥିର Continue Reading
Odisha News
କଟକ,୧୭/୭: ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ନିକଟରୁ ଜଣେ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ନିରାକାର ବେତାଳ। ସେ ସିଡିଏ ୭ ଅଞ୍ଚଳର ବାସିନ୍ଦା ଥିଲେ।ପୁଲିସ୍ ଘଟଣାସ୍ଥଳରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରାସ୍ତା କଡ଼ରେ ତାଙ୍କର ବାଇକ୍ ପଡ଼ିଥିଲା। ଖଣ୍ଡବିଖଣ୍ଡିତ ବାଇକ୍କୁ ଦେଖି ତାଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି ପୁଲିସ୍ ଅନୁମାନ କରୁଛି। ତେବେ ପୁଲିସ୍ ଘଟଣାର ତଦନ୍ତ କରୁଛି।ଘରେ ଖାଦ୍ୟ ପହଞ୍ଚାଇବା ପାଇଁ Continue Reading
Odisha News
କଟକ,୨/୭: ଭୁବନେଶ୍ୱର ପରେ କଟକରେ ମାସ୍କ ବାଧ୍ୟତାମୂଳକ ହୋଇଛି। ଆଜି ଏହି ନିର୍ଦ୍ଦେଶନାମା ବାହାରିଛି। କଟକ ସହରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି ସିଏମ୍ସି(କଟକ ମହାନଗର ନିଗମ)।କୋଭିଡ଼ ସଂକ୍ରମଣ ବଢ଼ୁଥିବାରୁ ଏହାର ନିମନ୍ତ୍ରଣ ନିମନ୍ତେ ଏଭଳି କଟକଣା କଡ଼ା କରିଛି ପ୍ରଶାସନ। କଟକରେ ରହୁଥିବା ଲୋକ ଓ କଟକକୁ ଆସୁଥିବା ଲୋକ ମାସ୍କ ପିନ୍ଧିବେ।ବାହାରକୁ କିମ୍ବା ସର୍ବସାଧାରଣ ସ୍ଥାନକୁ ଯାଉଥିବା ଲୋକେ ମାସ୍କ ପିନ୍ଧିବା ଜରୁରୀ କରାଯାଇଛି। ସର୍ବସାଧାରଣ Continue Reading
Top Stories
କଟକ, ୨୮/୬: ଦାୟିତ୍ୱରେ ଅବହେଳା ଅଭିଯୋଗ ପାଇଁ ସସ୍ପେଣ୍ଡ ହେଲେ କଟକ ଜିଲ୍ଲା କିଶନନଗର ଥାନା ଆଇଆଇସି ସସ୍ମିତା ରଣା ।ଥାନାରୁ ନ୍ୟାୟ ନ ପାଇ କିଶନନଗର ଥାନା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ଜଣେ ବ୍ୟକ୍ତି ୨ ଦିନ ପୂର୍ବେ ଆଖି ବୁଜିଥିଲେ। ଏହି ଘଟଣାକୁ ନେଇ ଚାରିଆଡ଼ୁ ପୁଲିସ୍ ସମାଲୋଚନାର ଶିକାର ହେବା ପରେ ସସ୍ମିତା ରଣାଙ୍କୁ ନିଲମ୍ବନ କରିଛନ୍ତି ପୁଲିସ୍ ଡିଜି ସୁନୀଲ ବଂଶଲ।ସୂଚନାଯୋଗ୍ୟ, ଗତ ଗୁରୁବାର କଟକ ଜିଲ୍ଲା କିନନଗର ଥାନା […]Continue Reading
Odisha News
ସାଲେପୁର,୨୩/୬ : ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହେବା ପରେ ଥାନା ସମ୍ମୁଖରେ ହିଁ ନିଜ ଦେହରେ ନିଆଁ ଲଗାଇଦେଲେ ଯୁବକ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।ଏପରି ଏକ ଅଭାବନୀୟ ଘଟଣା ଆଜି କିଶନନଗର ଥାନା ସମ୍ମୁଖରେ ଘଟିଛି। ଗୁରୁତର ହୋଇଥିବା ଯୁବକଜଣକ ସ୍ଥାନୀୟ ଅଞ୍ଚଳର ଗୁଣନିଧୀ ବିଶୋୟୀ ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ, ଜମିବାଡ଼ି ବିବାଦ ନେଇ ପ୍ରାୟ ୮ ଦିନ […]Continue Reading
Odisha News
କଟକ,୨୧/୬: ଅଭିନେତାରୁ ରାଜନେତା ହୋଇଥିବା ଅନୁଭବ ମହାନ୍ତିଙ୍କ ଘରେ ରହିବେ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। କଟକ ଜିଲ୍ଲା ଜଜ୍ ଆଜି ଏହି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି।ଏଥିସହ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନେଇ ଏସ୍ଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଛନ୍ତି। ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।ପୂର୍ବରୁ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବାକୁ ବର୍ଷାଙ୍କୁ ଏସ୍ଡିଜେଏମ୍ କୋର୍ଟ ଦେଇଥିଲେ Continue Reading
Odisha News
କଟକ, ୧୭/୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର କଟକ ଆର୍ମି ନିଯୁକ୍ତି ଅଫିସ ପାଖରେ ବି ଅଗ୍ନିପଥ ବ୍ୟବସ୍ଥାକୁ ବିରୋଧ କରି ପ୍ରତିବାଦ କରାଯାଇଛି।କଟକର କ୍ୟାଣ୍ଟନମେଣ୍ଟ ରୋଡରେ ଥିବା ଆର୍ମି ନିଯୁକ୍ତି ଅଫିସ ସମ୍ମୁଖରେ ଶତାଧିକ ଯୁବକ ରାସ୍ତା ଉପରେ ହାତରେ ଠେଙ୍ଗା ଧରି ଦୌଡ଼ିବା ଦୃଶ୍ୟ ଦେଖିବାକୁ ମିଳିଛି।କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ସହ Continue Reading
Odisha News
କଟକ, ୧୩/୬: ଚଳିତବର୍ଷ ହେବ କଟକ ଐତିହାସିକ ବାଲିଯାତ୍ରା। ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ।ମହାମାରୀ କରୋନା ପାଇଁ ଦୁଇ ବର୍ଷ ଧରି ବନ୍ଦ ଥିଲା ବାଲିଯାତ୍ରା। ତେବେ ଚଳିତ ଥର କରୋନା ପରିସ୍ଥିତିରେ ସୁଧାର ଆସିଥିବାରୁ ବାଲିଯାତ୍ରା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।ଜିଲ୍ଲାପାଳଙ୍କ କହିବା ଅନୁସାରେ ଚଳିତବର୍ଷ ପ୍ରଥମ ଥର ପାଇଁ ବାରବାଟୀ ପ୍ୟାଲେସ୍ରେ୧୪, ୧୫ ଓ ୧୬ ତାରିଖରେ କଟକରେ ଏକ କାଇଟ୍ ଉତ୍ସବ ଅନୁଷ୍ଠିତ ହେବ।କଟକରେ Continue Reading