କଟକ,୯/୯: ଦାମି କମ୍ପାନି ଖୋଳ ଭିତରେ ନକଲି ଔଷଧ । ଲୋକଙ୍କୁ ଚକମା ଦେବା ପାଇଁ ଏଭଳି କାରନାମା କରିଛନ୍ତି କିଛି ନକଲି ବ୍ୟବସାୟି । ଖୋଳ ଅସଲି ଔଷଧ ନକଲି । ଟେଲ୍ମା-୪୦, ଟେଲ୍ମା ଏଏଚ୍, ଟେଲ୍ମା ଏଏମ୍ କମ୍ପାନିର ଔଷଧ ସବୁର ନକଲ କରାଯାଇ ଏକ ଦାମୀ ବ୍ରାଣ୍ଡ କମ୍ପାନିର ଖୋଳରେ ତାକୁ ପ୍ୟାକିଂ କରାଯାଇ ବଜାରକୁ ଛଡ଼ାଯାଇଛି । ଏଭଳି ନକଲି ଔଷଧ ଧରାପଡିଛି କଟକରେ । ଲକ୍ଷାଧିକ ଟଙ୍କାର ଏଭଳି ନକଲି […]Continue Reading
ବଡ଼ମ୍ବା, ୪/୯ : ଖାଦ୍ୟ ବିଷକ୍ରିୟା ଯୋଗୁ କଟକ ଜିଲ୍ଲା ବଡ଼ମ୍ବାର ଅଭିମାନପୁର ପଞ୍ଚାୟତର ବୀରବରପୁର ଗାଁରେ ଗତକାଲି ଭାଇଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ସେମାନଙ୍କ ମା’ ଆଖି ବୁଜିଛନ୍ତି। କଟକର ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୋବିନ୍ଦ ପାତ୍ର ଏବେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।ମୃତ ମହିଳାଙ୍କ ନାଁ ରୁପା ପାତ୍ର। ମିଳିଥିବା ସୂଚନା ମୁତାବକ, ଗୁରୁବାର ରାତିରେ ରୁପା ଚାଟ, ଘୁଗୁନି Continue Reading
କଟକ, ୨/୯: ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଛନ୍ତି । ଶୁକ୍ରବାର କଟକର ସିଡିଏ ସେକ୍ଟର -୯ ସ୍ଥିତ ସରକାରୀ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।ମିଳିଥିବା ସୂଚନା ମୁତାବକ ତାଙ୍କୁ ସିଡିଏର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଥିବାବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ତେବେ Continue Reading
କଟକ,୩୧/୮: ଗାଧୋଇବା ବେଳେ ଅଘଟଣ। କୁଆଖାଇ ନଦୀରେ ବୁଡିଗଲେ ଦୁଇ ଯୁବକ।କଟକ ପ୍ରତାପନଗରୀ ନିକଟରେ ଗାଧୋଉଥିବା ବେଳେ ୨ଜଣ ଯୁବକ ନିଖୋଜ ହୋଇଥିବା ଜଣାପଡିଛି। ଉଦ୍ଧାର ପାଇଁ ସଦର ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ୟମ ଜାରି ରଖିଛନ୍ତି।ସୂଚନା ମୁତାବକ, ପାଞ୍ଚ ଜଣ ଯୁବକ ସାଙ୍ଗ ହୋଇ ପ୍ରତାପନଗରୀ ନିକଟରେ ଥିବା କୁଆଖାଇ ନଦୀରେ ଗାଧୋଉଥିଲେ। ତେବେ ହଠାତ୍ ପାଞ୍ଚ ଜଣ ସାଙ୍ଗ ପାଣିରେ ଭାସି ଯାଇଥିଲେ।ତୁରନ୍ତ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ Continue Reading
କଟକ, ୨୯/୮: କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଲେ ହାଇକୋର୍ଟ। ବିକୃତ ମୂର୍ତ୍ତି ନିର୍ମାଣ ନେଇ ଆବଶ୍ୟକ ନିଷ୍ପତ୍ତି ଓ ପଦକ୍ଷେପ ପୁଲିସ୍ ପ୍ରଶାସନ ଉପରେ ଛାଡ଼ିଦେଲେ ହାଇକୋର୍ଟ। ଗତକାଲି ବିବାଦ ଦେଖାଦେଇଥିବା ବେଳେ ଆଜି ଏହି ନିଷ୍ପତ୍ତି ଆସିଛି।ସୂଚନା ଥାଉକି, କଟକରେ ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ ପ୍ରସ୍ତୁତିକୁ ନେଇ ବିବାଦ ଦେଖା ଦେଇଥିଲା। ଅଭିଯୋଗକୁ ଭିତ୍ତି କରି ବିକୃତ ମୂର୍ତ୍ତିକୁ ପୂଜା Continue Reading
କଟକ,୨୯/୮: ଏଥର ଜାକଯମକରେ ହେବ ଦଶହରା। ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁ କଟକର ପ୍ରସିଦ୍ଧ ଦଶହରା ପାଳନରେ କଟକଣା ଥିଲା। କିନ୍ତୁ ଏଥର ପୂର୍ବ ବର୍ଷ ଭଳି ପୂର୍ଣ୍ଣାଙ୍ଗ ମୂର୍ତ୍ତି ସହ ଧୁମ୍ଧାମ୍ରେ ଦଶହରା ପାଳନ ହେବ। ଏନେଇ କଟକ ମହାନଗର ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଛି।ଦଶହରା ପୂର୍ବରୁ ସହରର ସମସ୍ତ ରାସ୍ତାଘାଟ ମରାମତି କାର୍ଯ୍ୟ ସାରିବା, ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଓ ପାଣି ଯୋଗାଇବା ପାଇଁ ଶାନ୍ତି କମିଟି ପକ୍ଷରୁ […]Continue Reading
କଟକ,୨୫/୮: କଟକ ବଡ଼ ଡାକ୍ତରଖାନା (ଏସ୍ସିବି)ରେ ଭର୍ତ୍ତି ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ। ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ପ୍ରଥମେ କାଜୁଆଲିଟି ଓ ପରେ ସ୍ୱତନ୍ତ୍ର ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ତାଙ୍କର କିଡନୀ ଜନିତ ସମସ୍ୟା ଥିବାରୁ ଗତକାଲି ଜୟପୁର ମୁଖ୍ୟ ଚିକିତ୍ସାଳୟରୁ କଟକ ସ୍ଥାନାନ୍ତର କରାଯାଇଥିଲା।ଗତ ୨୧ ତାରିଖରେ କମଳା ପୂଜାରୀ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଝାଡ଼ା ଓ ଜ୍ୱର ହୋଇଥିଲା। ପରିବାର ଲୋକେ ତାଙ୍କୁ ଜୟପୁର ମୁଖ୍ୟ Continue Reading
କଟକ,୧୭/୮: ସମଗ୍ର ରାଜ୍ୟରେ ବନ୍ୟାକୁ ନେଇ ଉଦ୍ବେଗଜନକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ମୁଣ୍ଡଳିଠାରେ କିନ୍ତୁ ସାମାନ୍ୟ ଖସିଛି ଜଳସ୍ତର। ଏହାସତ୍ତ୍ୱେ ଏବେ ବି ବିପଦ ସଙ୍କେତ ଉପରେ ରହିଛି ମହାନଦୀ ।ଗତକାଲି ମୁଣ୍ଡଳିଠାରେ ୧୨ ଲକ୍ଷ କ୍ୟୁସେକ ଉପରେ ଜଳସ୍ତର ଥିବା ବେଳେ ଆଜି ତାହା ୧୧ ଲକ୍ଷ ୭୭ ହଜାର ୨୪ କ୍ୟୁସେକରେ ପହଞ୍ଚିଛି। ମୁଣ୍ଡଳିଠାରେ ବିପଦ ସଂକେତ ୯୭.୨୫ ଫୁଟ୍ ଥିବା ବେଳେ ଜଳସ୍ତର ୯୭.୫୦ ଫୁଟ୍ ରହିଛି। ଏବେବି ମୁଣ୍ଡଳିରେ ବିପଦ […]Continue Reading
କଟକ,୧୭/୮: କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ନିକଟସ୍ଥ ଅମଙ୍ଗେଇକୁଦରେ ଫସିଥିବା ବାପା ପୁଅଙ୍କୁ ଓଡ୍ରାଫ ଟିମ ଉଦ୍ଧାର କରିଛି ।ଚାରିଦିନ ହେବ ଅମଙ୍ଗେଇକୁଦକୁ ଯାଇଥିବା ବେଳେ ହଠାତ ନଦୀରେ ପାଣି ଆସିବା ଯୋଗୁ ବାପ-ପୁଅ ସେଠାରେ ଫସି ରହିଥିଲେ ।ଆଉ ସେମାନଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକ ଅନୁରୋଧ କରିଥିଲେ । ଏହା ପରେ ଉଦ୍ଧାର ପାଇଁ ଓଡ୍ରାଫର ଏକ ଟିମ ଅମଙ୍ଗେଇକୁଦ ଯାଇଥିଲେ । ଏହା ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି ।ଉଲ୍ଲେଖ […]Continue Reading
କଟକ, ୧୦/୮: ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକଙ୍କର ବୁଧବାର ପରଲୋକ ଘଟିଛି। ତାଙ୍କ କଟକ ସ୍ଥିତ ସିଡିଏ- ୯ ନଂ ବାସଭବନରେ ହୃଦଘାତରେ ପରଲୋକ ହୋଇଥିବା ସୂଚନା ରହିଛି। ବହୁ ଓଡ଼ିଆ ଫିଲ୍ମରେ ସେ ସଂଳାପ ଲେଖିଛନ୍ତି। ଚଳଚ୍ଚିତ୍ର ବ୍ୟତୀତ ବହୁ ଓଡ଼ିଆ ମେଗା ଧାରାବାହିକରେ ବି ସଂଳାପ ରଚନା କରିଛନ୍ତି ରଣଜିତ୍।ସେ ଏକାଧାରାରେ ଜଣେ ଅଭିନେତା, ନିର୍ଦ୍ଦେଶକ, ନାଟ୍ୟକାର, ସଂଗୀତକାର ଓ ଚିତ୍ରନାଟ୍ୟକାର ମଧ୍ୟ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ହେଉଛି Continue Reading