Home Posts tagged Cuttack (Page 21)
Odisha News
କଟକ, ୧୫/୧୧: ବଢ଼ିଲା ବାଲିଯାତ୍ରା ଅବଧି। ଆସନ୍ତାକାଲି ଶେଷ ହୋଇଥାଆନ୍ତା କଟକର ଐତିହାସିକ ବାଲିଯାତ୍ରା । କିନ୍ତୁ ଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ଅର୍ଥାତ ୧୬ ବଦଳରେ ୧୭ ତାରିଖ ଦିନ ଶେଷ ହେବ ବାଲିଯାତ୍ରା। ଏନେଇ ବ୍ୟବସାୟୀମାନଙ୍କୁ କୌଣସି ଦେୟ ଦେବାକୁ ପଡିବନିବୋଲି ସୂଚନା ଦେଇଛନ୍ତି କଟକ ମେୟର ଓ ଜିଲ୍ଲାପାଳ ।ଗୋଟିଏ ଦିନ ପାଇଁ ବଢିଲା କଟକର ଐତିହାସିକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀଙ୍କ Continue Reading
Odisha News
କଟକ,୧୪/୧୧: ଆସିଷ୍ଟାଣ୍ଡ ସେକ୍ସନ ଅଫିସର ବା ASO ପରୀକ୍ଷା ବିବାଦ ମାମଲା । ଅସନ୍ତୁଷ୍ଟ ଆଶାୟୀଙ୍କ ଆଶ୍ୱସ୍ତି । ୨୦୨୨ରେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ରଦ୍ଧ କଲେ ହାଇକୋର୍ଟ । ୨୦୧୬ ବିଜ୍ଞପ୍ତି ଆଧାରରେ ସାନି ମେଧା ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ଏହି ନିର୍ଦ୍ଦେଶ ଦେବା ସହ ମାମଲାର ଅନ୍ତ ଘଟାଇଛନ୍ତି।ଖବର ଅନୁଯାୟୀ, OPSCପକ୍ଷରୁ ASOର ୭୯୬ଟି ପଦବୀ Continue Reading
Odisha News
କଟକ, ୧୦/୧୧: ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍ସି) ପକ୍ଷରୁ କରାଯାଇଥିବା ଏଏସଓ ପରୀକ୍ଷାରେ ବ୍ୟପାକ ତ୍ରୁଟି ହୋଇଥିବା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ ଆଣିଛନ୍ତି।ଏନେଇ ଏଏସ୍ଓ ପରୀକ୍ଷାରେ ସାମିଲ ହୋଇଥିବା ପରୀକ୍ଷାର୍ଥୀମାନେ ଆଜି ଦୀର୍ଘ ସମୟ ଧରି ଧାରଣା ଦେଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ପରୀକ୍ଷା ଦେଇ ନଥିବା ପିଲା ପରୀକ୍ଷାରେ ପାସ କରିଛନ୍ତି।ସେହିପରି ମାର୍କସିଟ ଓ କଟଅଫ୍ ମାର୍କ ଆସିବାରେ ବହୁତ ବିଳମ୍ବ ହୋଇଛି। ତେଣୁ ତୁରନ୍ତ ଏହି ଦିଗରେ Continue Reading
Odisha News
କଟକ, ୮/୧୧: ଆଜିଠୁ ଆରମ୍ଭ ହେବ କଟକର ପ୍ରସିଦ୍ଧ ବାଲିଯାତ୍ରା । ଏଥର ବାଲିଯାତ୍ରାରେ ବିଭିନ୍ନ ପ୍ରକାରର ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରିଛି ଜିଲ୍ଲାପ୍ରଶାସନ । ୨ ବର୍ଷ ପରେ ବାଲିଯାତ୍ରା ହେଉଥିବାରୁ ଲୋକଙ୍କ ମନରେ ବେଶ୍ ଉତ୍ସାହ ।ସାଧାରଣ ଲୋକଟିଏ ବାଲିଯାତ୍ରା ଆସିଲେ କିଣାକିଣି ସହ ବିଭିନ୍ନ ପ୍ରକାରର ଖାଦ୍ୟ ଓ ଦୋଳିର ମଜା ନେଇଥାଏ । ହେଲେ ଏବର୍ଷ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ବିଭିନ୍ନ ପ୍ରକାରର ମନୋରଞ୍ଜନର କାର୍ଯ୍ୟକ୍ରମ ହାତକୁ Continue Reading
Top Stories
କଟକ,୪/୧୧: ଆସନ୍ତା ୨୩ ତାରିଖରୁ ମାଟ୍ରିକ ସମ୍ମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ୩୦ ତାରିଖ ଯାଏଁ ଚାଲିବ। ଚଳିତବର୍ଷ ମୋଟ୍ ୫ ଲକ୍ଷ ୩୨ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେଥିପାଇଁ ୩୦୨୯ଟି ସେଣ୍ଟର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବୋର୍ଡ ଅଫ୍ ସେକେଣ୍ଡେରୀ ଏଜୁକେସନ୍ ଅଫ୍ ଓଡ଼ିଶା(ବୋର୍ଡ)। ପ୍ରଶ୍ନପତ୍ର ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି। ଯେଉଁଠାରୁ ପ୍ରତି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବ।ବୋର୍ଡ Continue Reading
Odisha News
କଟକ,୧/୧୧: ଆଠଗଡ ପୀଠରେ ଜାରି ହୋଇଛି ୧୪୪ ଧାରା । ଏହାକୁ ଦୃଷ୍ଟିରେ ରଖି ଏବର୍ଷ ଧବଳେଶ୍ୱର ଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ ।ଧବଳେଶ୍ୱର ପୀଠକୁ କୌଣସି ଶ୍ରଦ୍ଧାଳୁଙ୍କୁ ଯିବାକୁ ଅନୁମତି ଦିଆଯିବନି । ଆଗକୁ ପଞ୍ଚୁକ ଓ ବଡ ଓଷା ଥିବାରୁ ଏମିତି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସ୍ପଷ୍ଟ କରିଛନ୍ତି କଟକ ଦାୟିତ୍ୱରେ ଥିବା ଖୋର୍ଦ୍ଧା ଏସ୍ପି ସିଦ୍ଧାର୍ଥ କାଟାରିଆ ।ସୂଚନା ଥାଉକି ମଙ୍ଗଳବାର ଧବଳେଶ୍ୱର ପୀଠରେ ଜାରି ହୋଇଥିଲା […]Continue Reading
Odisha News
କଟକ,୩୧/୧୦: ଗୁଜୁରାଟରେ ଝୁଲା ପୋଲ ଟ୍ରାଜେଡି ପରେ ଚେତିଛନ୍ତି ରାଜ୍ୟ ସରକାର ଜ୍ଝ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଧବଳେଶ୍ବର ପୀଠରେ ଅନିର୍ଦ୍ଧିଷ୍ଟକାଳ ପାଇଁ ୧୪୪ ଧାରା ଜାରି କରାଯାଇଛି।ଡ଼ଙ୍ଗା ଯୋଗେ ଶ୍ରଦ୍ଧାଳୁଙ୍କୁ ନଦୀ ପାରି କରାଇବା ସମ୍ଭବପର ନ ହେବାରୁ ୧୪୪ ଧାରା ଲାଗୁ କରାଯିବା ସହ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ବିଶେଷଜ୍ଞ ଟିମ୍ର ଅନୁଧ୍ୟାନ ପରେ ତୁରନ୍ତ ଝୁଲା ବ୍ରିଜ ମରାମତି ପାଇଁ ନିଷ୍ପତ୍ତି ନିଆଯାଇଥିବାର ଆଠଗଡ ଉପଜିଲ୍ଲାପାଳ ସୂଚନା Continue Reading
Odisha News
କଟକ,୩୧/୧୦: ଗୁଜରାଟ ଟ୍ରାଜେଡି ପରେ ଚେତିଛି ଓଡ଼ିଶା ପ୍ରଶାସନ । ଧବଳେଶ୍ୱର ଝୁଲା ପୋଲକୁ ନେଇ ଘାରିଛି ଚିନ୍ତା। ଆଜି ଧବଳେଶ୍ୱର ଝୁଲା ପୋଲରେ ଯାତାୟତ କରୁଥିବା ଯାତ୍ରୀଙ୍କ ସଂଖ୍ୟାକୁ ଅଧାରୁ ଅଧିକ ଖସାଇ ଦିଆଯାଇଥିବା ବେଳେ ଆସନ୍ତାକାଲି ବନ୍ଦ ରହିବ ଝୁଲା ପୋଲ । ଆସନ୍ତାକାଲି ପୋଲର ନିରାପତ୍ତା ଯାଞ୍ଚ କରିବ ଟେକନିକାଲ ଟିମ୍। ଆବଶ୍ୟକ ପଡ଼ିଲେ ସୁରକ୍ଷା ପାଇଁ ଝୁଲା ପୋଲକୁ ସମ୍ପୂର୍ଣ୍ଣ ଭାବେ ବି ବନ୍ଦ କରାଯାଇପାରେ ବୋଲି କହିଛନ୍ତି କଟକ ଜିଲ୍ଲାପାଳ […]Continue Reading
Odisha News
କଟକ,୨୯/୧୦: ଚାକିରି କାଳ ମଧ୍ୟରେ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ପୁଅ ଓ ଅବିବାହିତ ଝିଅଙ୍କ ପରି ବିବାହିତ ଝିଅ ବି ପାଇପାରିବେ ଅନୁକମ୍ପାମୂଳକ ନିଯୁକ୍ତି । ଏହାକୁ ନେଇ ରହିବନି କୌଣସି ପାତରଅନ୍ତର। ଏପରି ଐତିହାସିକ ରାୟ ଦେଇଛନ୍ତି କଟକ ହାଇକୋର୍ଟ।ବହୁ ବର୍ଷ ଧରି ଚାଲି ଆସୁଥିବା ଏହି ନିୟମକୁ ଭାଙ୍ଗି ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ଏଥିସହ ବିବାହିତ ଝିଅଙ୍କ ନିଯୁକ୍ତିକୁ ନେଇ ସରକାରୀ ନିୟମରେ ଥିବା ପ୍ରତିବନ୍ଧକ ଆଇନ ଅନୁସାରେ ଗ୍ରହଣୀୟ […]Continue Reading
Odisha News
କଟକ,୨୮/୧୦: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରବାରିକ ମାମଲାରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବର୍ଷା ଘର ଛାଡ଼ିବା ଘଟଣାରେ ଅନୁଭବଙ୍କ ହୋଇଥିବାପିଟିସନ ଖାରଜ ଏବଂ ବର୍ଷା କୋର୍ଟରେ ଘର ଛାଡ଼ିବା ପରେ ପାଖରେ ରଖିଥିବା ତା ଚାବିକୁ କୋର୍ଟରେ ଫେରାଇବେ। ନିର୍ଦ୍ଧାରିତ ସମୟ ପୂର୍ବରୁ ବର୍ଷା ଘର ଛାଡ଼ିବା ସତ୍ତ୍ୱେ ସେହି ଘର ତାଲା ପକାଇ ସାଙ୍ଗରେ ଚାବି ନେଇଯାଇଥିଲେ। ପରେ ଏନେଇ Continue Reading