
ବରଦା ପ୍ରଦନ୍ନ ଦାସଙ୍କ ରିପୋର୍ଟକଟକ, ୨/୬ : ବିଶ୍ଵ ର ନେତା ଓ ବିଶିଷ୍ଟ ବ୍ୟକ୍ତି ମାନେ ସନକ୍ଷତନି ହିନ୍ଦୁ ଧର୍ମ ଦ୍ଵାରା କିପରି ପ୍ରଭାବିତ ସେ ସମ୍ପର୍କରେ ବିଶିଷ୍ଟ ସ୍ଵୟଂ ସେବା ସଂଘ କର୍ମୀ ରବି କୁମାର ନିଜ ଅନୁଭୂତି ରୁ ପ୍ରକାଶ କରି ଛନ୍ତି ।ଥୀଙ୍କର୍ସ କ୍ଲବ ର ୧୨୨ ତମ ଆଭାସି ଆଲୋଚନାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଦେଶରେ ଆର ଏସ ଏସ ସଂଗଠନ ପାଇଁ କାର୍ଯ୍ୟ କରିଥିବା କର୍ମୀ ରବିକୁମାର […]Continue Reading