Home Posts tagged cow smuggler attack constable
Odisha News
ଜଳେଶ୍ୱର,୧/୭: କନ୍‌ଷ୍ଟେବଳଙ୍କୁ ଭୁଜାଲିରେ ଆକ୍ରମଣ କରି ଚମ୍ପଟ ମାରିଲେ ଗୋରୁ ଚାଲାଣ କରୁଥିବା ଦଲାଲ ଓ ଗାଡ଼ି ଚାଳକ। ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି।ହେଲେ ଏପର୍ଯ୍ୟନ୍ତ ଆକ୍ରମଣ କରିଥିବା ଦଲାଲ ଓ ଗାଡ଼ି ଚାଳକକୁ ପୁଲିସ୍ ଧରି ପାରିନାହିଁ। ପୁଲିସର କୋହଳ ମନୋଭାବ ଓ ଢ଼ିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ୬୦ ନମ୍ୱର ରାଜପଥରେ ଏପରି ଘଟୁଥିବା ଆଲୋଚନା ହେଉଛି।ଗୁରୁବାର ବିଳମ୍ୱିତ ରାତିରେ ଏକ ଟାଟା ଏସିରେ ବେଆଇନ୍ ଭାବେ ଗୋରୁ ଚାଲାଣ ହେଉଥିଲା। ଏ […]Continue Reading
Seo wordpress plugin by www.seowizard.org.