Home Posts tagged covishield
Odisha News
ନୂଆଦିଲ୍ଲୀ, ୯/୪: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଘରୋଇ ଟିକାକରଣ କେନ୍ଦ୍ରରେ ୧୮ ବର୍ଷରୁ ଅଧିକ ବର୍ଗଙ୍କ ପାଇଁ କୋଭିଡ-୧୯ ଟିକାର ସତର୍କତାମୂଳକ ତୃତୀୟ ଡୋଜ୍ ବା ବୁଷ୍ଟର ଡୋଜ୍ ରୋଲଆଉଟ୍ ଘୋଷଣା କରିବାର ଗୋଟିଏ ଦିନ ପରେ ଟିକା ମୂଲ୍ୟ ହ୍ରାସ କରିଛନ୍ତି ସେରମ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍।ଗତକାଲି କୋଭିସିଲ୍ଟ ଟିକା ଟ୍ୟାକ୍ସକୁ ଛାଡ଼ି ୬୦୦ ଟଙ୍କାରେ ଉପଲବ୍ଧ ହେବ ବୋଲି କହିଥିଲେ ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଦାର ପୁନାୱାଲା।ପରିବର୍ତ୍ତନ ଅଣାଯାଇ Continue Reading
Seo wordpress plugin by www.seowizard.org.