Home Posts tagged couple injured
Odisha News
ଆନନ୍ଦପୁର, ୧/୪ : ଭାଲୁ ଆକ୍ରମଣରେ ଗୁରୁତର ଦମ୍ପତ୍ତିଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୟୁରଭଞ୍ଜ ଜିଲା ମହୁଲଡିହା ଥାନା ଗୌଡିଆବାହାଳିର ଏହି ଦମ୍ପତ୍ତି ଗୋପିନାଥ ମହାନ୍ତ ଓ ବିଣାପାଣି ଆଜି ସକାଳୁ ମହୁଲ ଗୋଟାଇବାକୁ ନିଜ ଗାଁ ନିକଟରେ ଥାବା ଜଙ୍ଗଲକୁ ବାହାରିଥିଲେ । ଏହି ସମୟରେ ବାଟରେ ଭାଲୁ ହାବୁଡରେ ପଡିଥିଲେ ।ଭାଲୁଟି ପ୍ରଥମେ ସ୍ତ୍ରୀ ବିଣାପାଣୀଙ୍କୁ ଆକ୍ରମଣ କରିବାରୁ ସ୍ବାମୀ ଗୋପିନାଥ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଭାଲୁ Continue Reading
Seo wordpress plugin by www.seowizard.org.