Home Posts tagged coronavirus pandemic
Odisha News
ନୂଆଦିଲ୍ଲୀ,୮/୪: ନୂଆ ଉତ୍ପତ୍ତି ହୋଇଥିବା କରୋନାଭାଇରସ୍ ଭେରିଏଣ୍ଟ୍ ‘ଏକ୍ସ୍ବିବି.୧.୧୬’ର ଗୁଣସୂତ୍ରରେ ଆହୁରି ପରିବର୍ତ୍ତନ ଘଟୁଛି ଏବଂ ତା’ର ରୂପାନ୍ତରିତ ବା ଉପ-ପ୍ରଜାତି ଭୂତାଣୁ ‘ଏକ୍ସବିବି.୧.୧୬.୧. ଭାରତରେ ଚିହ୍ନଟ ହୋଇସାରିଲାଣି।ଏ ପର୍ଯ୍ୟନ୍ତ ସମଗ୍ର ଦେଶରେ ବିଶେଷକରି, ଗୁଜରାଟ ଓ ମହାରାଷ୍ଟ୍ରରେ ଏହି ଉପ-ପ୍ରଜାତିର ୧୧୩ଟି ମାମଲା ରେକର୍ଡ କରାଯାଇଛି।ଇୟଗ୍ଦ ଭଚ୍ଚ ଓମିକ୍ରନ୍ ପ୍ରଜାତିର ଭୂତାଣୁ ‘ଏକ୍ସବିବି’ ହେଉଛି ଏହି ଶ୍ରେଣୀର ଭୂତାଣୁଗୁଡ଼ିକ Continue Reading
Odisha News
ନୂଆଦିଲ୍ଲୀ,୨୩/୩: ଦେଶରୁ ସଂପୂର୍ଣ୍ଣ ଭାବେ ହଟିନାହିଁ କରୋନା ସଂକଟ । ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗୁରୁବାର ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି, କରୋନା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।ଗତ ସପ୍ତାହର ତଥ୍ୟ ଅନୁଯାୟୀ, ବିଶ୍ୱରେ ଦୈନିକ ୯୩୯୭୭ ମାମଲା ସାମ୍ନାକୁ ଆସୁଛି। ଆମେରିକାରେ ୧୯%, ରୁଷିଆରେ ୧୨.୬%, ଚାଇନାରେ ୮.୩%, ଦକ୍ଷିଣ କୋରିଆରେ ୮% ଏବଂ ଭାରତରେ ୧% Continue Reading
National News
NEW DELHI,JAN 17: The Drug Controller General of India (DCGI) has approved market authorisation to COVID-19 vaccine Covovax as a heterologous booster dose for adults who have been administered two doses of Covishield or Covaxin, official sources said on Monday. The DCGI’s approval came following recommendation by the Subject Expert Committee of the Central Drugs […]Continue Reading
Odisha News
ଭୁବନେଶ୍ୱର,୧୬/୧: ରାଜ୍ୟରେ ପୁଣି ଥରେ ଆରମ୍ଭ ହେବ କରୋନା ଟିକାକରଣ। ଆସନ୍ତା ୧୯ରୁ ରାଜ୍ୟରେ ଏହି ଅଭିଯାନ ଆରମ୍ଭ ହେବ। ନିର୍ଦ୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି ଏହି ଟିକାକରଣ କରାଯିବ। ଏନେଇ ଆଜି ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।ଯେଉଁଥିରେ କୁହାଯାଇଛି, ରାଜ୍ୟର ସମସ୍ତ ଜିଲ୍ଲା, ସହରାଞ୍ଚଳ, ଗୋଷ୍ଠୀ ଓ ପ୍ରଥମିକ ଡାକ୍ତରଖାନାରେ ଭ୍ୟାକସିନ୍ ଦିଆଯିବ। ଯେଉଁମାନେ ଦ୍ୱିତୀୟ ଓ ପ୍ରିକସନ୍ ଡୋଜ୍ ନେଇ Continue Reading
Odisha News
ନୂଆଦିଲ୍ଲୀ,୨୬ ।୧୧: ଅଣାୟତ ଚୀନରେ କରୋନା ସଂକ୍ରମଣ । ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୦ ଦିନରେ ସ୍ଥିତି ଅଧିକ ବିଗିଡିଛି । ଦୈନିକ ଲକ୍ଷ ଲକ୍ଷ ଲୋକ କରୋନା ସଂକ୍ରମଣ ହେଉଥିବାର ଖବର ଆସୁଛି । ଏପରିକି କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବହୁତ ଅଧିକ । ସ୍ଥିତି ଏପରି ଯେ ମୃତ୍ୟୁ ଦେହ ପାଇଁ ସ୍ମଶାନରେ ଜାଗାର ଅଭାବ ଦେଖା ଦେଇଛି । ଡାକ୍ତର ଖାନାରେ […]Continue Reading
Odisha News
ନୂଆଦିଲ୍ଲୀ,୨୨/୧୨: ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଭାରତରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଶେଷ କରି ଚାଇନାର ଆତଙ୍କ ଖେଳାଇଥିବା ଓମିକ୍ରନ ଭାରିଏଣ୍ଟର ବିଏଫ ୭ ଓଡ଼ିଶା ଓ ଗୁଜରାଟରୁ ଠାବ ହେବା ପରେ ସମସ୍ତେ ଆତଙ୍କିତ ହୋଇପଡ଼ିଛନ୍ତି।ସ୍ଥିତିକୁ ଦେଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ସମୀକ୍ଷା ପରେ ସେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରି ନାହାନ୍ତି। କିନ୍ତୁ ନିଜର ସୁରକ୍ଷା Continue Reading
Seo wordpress plugin by www.seowizard.org.