Home Posts tagged corona new variant
Odisha News
ଭୁବନେଶ୍ୱର, ୨୬ ।୧୧: ଚୀନରେ କରୋନା ସଂକ୍ରମଣ ବଢ଼ିବା ପରେ ଏବେ ରାଜ୍ୟରେ ତତ୍ପରତା । ରାଜ୍ୟରେ କରୋନା ସ୍ଥିତିି ନେଇ ଆସନ୍ତାକାଲି ଅପରାହ୍ନରେ ୪.୩୦ରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତି ରହିବେ ।ଏହା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ମେଡିକାଲ କତ୍ତ୍ୱପକ୍ଷବି ଉପସ୍ଥିତି ରହିବେ । ଆଗାମୀ ଦିନ ପାଇଁ କୋଭିଡ୍ ରଣନୀତି Continue Reading
Seo wordpress plugin by www.seowizard.org.