Home Posts tagged commercial lpg gas hike
Odisha News
ନୂଆଦିଲ୍ଲୀ,୧/୩: ସରକାରୀ ତୈଳ ଏବଂ ଗ୍ୟାସ କମ୍ପାନୀଗୁଡିକ ହୋଲି ପୂର୍ବରୁ ଲୋକଙ୍କୁ ବଡ଼ ଝଟକା ଦେଇଛନ୍ତି। ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିବାକୁ କମ୍ପାନୀ ଘୋଷଣା କରିଛି।୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ଏହି ବୃଦ୍ଧି କରାଯାଇଛି, ଯାହା ମାସର ପ୍ରଥମ ଦିନରୁ ଆଜି ଅର୍ଥାତ୍ ଶୁକ୍ରବାର ଠାରୁ କାର‌୍ୟ୍ୟକାରୀ ହୋଇଛି।ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ (ଆଇଓସି) ଭରତ ପେଟ୍ରୋଲିୟମ (ବିପିସିଏଲ) ଏବଂ ହିନ୍ଦୁସ୍ତାନ Continue Reading
Odisha News
ନୂଆଦିଲ୍ଲୀ,୪/୬: ଏବେ ପନିପରିବାର ଆକାଶ ଛୁଆଁ ଦର ଲୋକଙ୍କୁ ଘାଇଲା କରୁଥିବା ବେଳେ ପୁଣି ଥରେ ଗରାଖଙ୍କ ଉପରେ ବାଜିଛି ମହଙ୍ଗା ଛାଟ। ବଢ଼ିଛି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ । ଆଜି ସକାଳୁ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ ୭ ଟଙ୍କା ବଢ଼ିଛି। ତେବେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି।ନୂଆ ରେଟ୍ ଲାଗୁ ହେବା ପରଠୁ ଦିଲ୍ଲୀରେ ୧୯ କେଜି କମର୍ସିଆଲ ସିଲିଣ୍ଡର ଦର ପୂର୍ବରୁ ୧୭୭୩ ଥିବା ବେଳେ ଆଜି ନୂଆ […]Continue Reading
Seo wordpress plugin by www.seowizard.org.