
ଭୁବନେଶ୍ୱର,୧୨/୧୨: ଏବେ ରାଜ୍ୟରେ ଶୀତର ପ୍ରକୋପ ବଢ଼ୁଥିବାର ଦେଖିବାକୁ ମିଳିଛି। ଗତକାଲି ରାତିରେ ବିଭିନ୍ନ ସ୍ଥାନର ତାପମାତ୍ରା ତଳକୁ ଖସିଥିବା ଦେଖିବାକୁ ମିଳିଥିଲା। ଏବର୍ଷ ପ୍ରଥମ ଥର ରାଜଧାନୀ ଭୁବନେଶ୍ୱର ଓ କଟକର ରାତ୍ରି ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲା।କଟକରେ ରାତ୍ରି ତାପମାତ୍ରା ୧୪.୫ ଡିଗ୍ରି ଓ ଭୁବନେଶ୍ୱରର ରାତ୍ରି ତାପମାତ୍ରା ୧୪.୬ ଡିଗ୍ରି ରେକର୍ଡ କରାଯାଇଛି। ତେବେ କେନ୍ଦୁଝର ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ପରିଗଣିତ ହୋଇଛି। ଏଠଶରେ Continue Reading