Home Posts tagged cocodile swallowed child
Odisha News
ଭୋପାଳ, ୧୨/୭: ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରାଜ୍ୟର ସୈପୁରସ୍ଥିତ ଚାମ୍ବଲ ନଦୀରେ ସୋମବାର ସକାଳେ ଜଣେ ୧୦ ବର୍ଷର ବାଳକ ଗାଧୋଉଥିବା ବେଳେ କୁମ୍ଭୀର ପାଟିରେ ପଡ଼ିଯାଇଛି।କୁମ୍ଭୀରଟି ବାଳକଟିକୁ ଗିଳି ଦେବା ପରେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ବାଳକଟି ନଦୀ କୂଳରେ ଗାଧୋଉଥିବା ବେଳେ କୁମ୍ଭୀରଟି ତାକୁ ଟାଣିକି ମଝି ନଈକୁ ନେଇ ଯାଇଥିଲା ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି।ବାଳକଟିକୁ କୁମ୍ଭୀର ମଝି ନଈକୁ ଟାଣି ନେବା Continue Reading
Seo wordpress plugin by www.seowizard.org.