Home Posts tagged Coal crisis
Odisha News
କୋଲକାତା,୧୧/୮: ଶ୍ଚିମବଙ୍ଗର ୭ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦିଲ୍ଲୀ ଡାକରା । କୋଇଲା ଚୋରା ଚାଲାଣ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ୭ଜଣ ଅଧିକାରୀଙ୍କୁ ଡାକିଛନ୍ତି ।ମିଳିଥିବା ସୂଚନା ମୁତାବକ ଇଡି ପକ୍ଷରୁ ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀଙ୍କ ମଧ୍ୟରେ ଜ୍ଞାନବନ୍ତ ସିଂ (ଏଡିଜି, ସିଆଇଡି), କୋଟେଶ୍ୱର ରାଓ, ଏସ ସେଲଭାମୁରୁଗାନ୍, ଶ୍ୟାମ ସିଂ, ରାଜୀବ ମିଶ୍ର, ସୁକେଶ କୁମାର ଜୈନ ଏବଂ ତଥାଗତ ବସୁଙ୍କ ନାମ Continue Reading
Seo wordpress plugin by www.seowizard.org.