Home Posts tagged CHANDIKHOLE
Ollywood News
ଚଣ୍ଡିଖୋଲ,୨୮/୧୧ : ହଲ୍ ମାଲିକଙ୍କ ନିଆରା ଉଦ୍ୟମ। ଫିଲ୍ମ ଦେଖ ଦମ୍ ବିରିୟାନୀ ଖାଅ । ଓଡିଆ ଫିଲ୍ମ ଦମନ ଦେଖିଲେ ଦମ୍ ବିରିୟାନୀ ଦେଉଛନ୍ତି ହଲ୍ ମାଲିକ । ଯାଜପୁର ଜିଲ୍ଲା ଜାରକା ସ୍ଥିତ କେ ଓ୍ୱାନ୍ ଟକିଜ୍ ପକ୍ଷରୁ ଏଭଳି ଅଫର ଦିଆଯାଉଛି ।ଖବର ଅନୁଯାୟୀ, ସବୁଠି ଓଡ଼ିଆ ଫିଲ୍ମ ଦମନ କୁ ନେଇ ଚର୍ଚ୍ଚା । ରାଜ୍ୟ ଓ ରାଜ୍ୟ ବାହାରେ ଦମ ଦେଖାଉଛି ଫିଲ୍ମ ଦମନ । ଏହି ଫିଲ୍ମର କାହାଣୀ […]Continue Reading
Odisha News
ଚଣ୍ଡିଖୋଲ,୧୬/୧୦ : ଜାତୀୟ ରାଜପଥ ଛତିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ଦୁଇ ଜଣ ମହିଳାଙ୍କୁ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ପୂର୍ବତନ ମନ୍ତ୍ରୀଙ୍କ ସଂପର୍କୀୟ ବୋଲି ଜଣାପଡିଛି ।ଖବର ଅନୁଯାୟୀ, ଏକ କାର୍ଟି ଚଣ୍ଡିଖୋଲ ଅଭିମୁଖେ ଆସୁଥିଲା । ହେଲେ ଛତିଆ ନିକଟରେ ଜଳଖିଆ ଖାଇବା ପାଇଁ ରହିଥିଲେ । କାର ଡ୍ରାଇଭର ହ୍ୟାଣ୍ଡବ୍ରେକ୍ ନପକାଇ ବାହାରକୁ ଯାଇଥିଲେ ।ଠିକ୍ ଏହି ସମୟରେ ଗାଡିଟି ରାସ୍ତାରେ ଗଡିବାକୁ […]Continue Reading
Odisha News
ଚଣ୍ଡିଖୋଲ ୧୧।୦୮: ରାସ୍ତାକଡ଼ ବ୍ୟାଗରୁ ନବଜାତ ଶିଶୁକନ୍ୟା ଉଦ୍ଧାର । ଯାଜପୁର ଜିଲ୍ଲା ବଡ଼ଚଣା ଥାନା କଡେଇ ଛକ ନିକଟରୁ ଏହି ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ବଡଚଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, ଗୁରୁବାର ଦିନ କଡେଇ ଛକ ନିକଟ ରାସ୍ତା କଡ଼ରେ ଏକ ବ୍ୟାଗ୍ରେ ନବଜାତ ଶିଶୁକନ୍ୟାଟି ପଡିଥିବା ଦେଖିଥିଲେ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ ସ୍ଥାନୀୟଲୋକେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ Continue Reading
Seo wordpress plugin by www.seowizard.org.