
ଚାନ୍ଦବାଲି,୬।୧୦: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ହୁଇଲର ଦୀପ ନିକଟରେ ଅଘଟଣ । ସମୁଦ୍ର ମଝିରେ ଜଳିଗା ମାଛଧରା ବୋଟ୍ । ଅଗ୍ନିକାଣ୍ଡ ପରେ ଟ୍ରଲର୍ଟି ବୁଡିଯାଇଛି । କିନ୍ତୁ ସୌଭାଗ୍ୟବଶଃ ସମସ୍ତ ମତ୍ସଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।ଖବର ଅନୁଯାୟୀ, ଧାମରା ଦୋଷାଙ୍ଗୀ ପଞ୍ଚାୟତର ଟ୍ରଲର ମାଲିକ ସମରେଶ ପରିଡ଼ାଙ୍କ ମା ପଦ୍ମାବତୀ ନାମକ ଏକ ଟ୍ରଲରରେ ୧୦ଜଣ ମତ୍ସଜୀବୀଙ୍କୁ ନେଇ ମାଛ ଧରୁବାକୁ ଯାଇଥିଲା ।ଏହି ସମୟରେ କୌଣସି କାରଣରୁ ହଠାତ୍ Continue Reading