Home Posts tagged champua
Odisha News
ଚମ୍ପୁଆ,୨୨/୫: ରାମାୟଣ ଧାରାବାହିକରେ ରାମ ଚରିତ୍ରରେ ଅଭିନୟ କରି ସାରା ଦେଶରେ ପରିଚିତି ପାଇଥିବା ଅରୁଣ ଗୋଭିଲ ବୁଧବାର ଓଡ଼ିଶା ଆସିଛନ୍ତି। ଅରୁଣ ଓଡ଼ିଶା ଆସି ଆଜି ଭାଜପା ପାଇଁ ମାରାଥନ ପ୍ରଚାର କରିଛନ୍ତି। କେନ୍ଦୁଝର ଜିଲାର ଚମ୍ପୁଆ ଓ ତେଲକୋଇରେ ପ୍ରଚାର କରି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ଲୋକଙ୍କ ଉତ୍ସାହ ଦେଖି ଏଠାରେ ସରକାର ବଦଳିବାର ସମୟ ଆସିଛି।ଚମ୍ପୁଆ ପରେ ତେଲକୋଇ ସହ ଢେଙ୍କାନାଳ ଓ ଭୁବନେଶ୍ୱର ଲୋକ […]Continue Reading
Seo wordpress plugin by www.seowizard.org.