Home Posts tagged CBSE
Odisha News
ଭୁବନେଶ୍ୱର : ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ତାରି ଏଜୁକେସନ(ସିବିଏସ୍ଇ) ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ମଧ୍ୟାହ୍ନରେ ସିବିଏସ୍ଇ ୱେବସାଇଟ୍ରେ ‘results.nic.in/cbseresults.nic.in/cbse.nic.in’ ପରୀକ୍ଷା ଫଳ ଉପଲବ୍ଧ ହୋଇଥିଲା। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼କୁ ନେଇ ଗଠିତ ଭୁବନେଶ୍ବର ଜୋନ୍ରେ ଏଥର ପାସ୍ହାର ୯୧.୪୬ ପ୍ରତିଶତ ରହିଛି। ପଶ୍ଚିମବଙ୍ଗର ପାସ୍ହାର ସର୍ବାଧିକ ୯୩.୯୦% Continue Reading
Seo wordpress plugin by www.seowizard.org.