Home Posts tagged cbi raid at mahima mishra house
Odisha News
କଟକ ,୪/୮: ବଢିଲା ବିଶିଷ୍ଟ ଶିଳ୍ପପତୀ ମହିମା ମିଶ୍ରଙ୍କ ଅଡୁଆ । ସିବିଆଇ ଜାଲରେ ଫସିଛନ୍ତି ଶିଳ୍ପପତି ମହିମା ମିଶ୍ର ।କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ପକ୍ଷରୁ ରେଡ କରାଯାଇଥିବା ସୂଚନା । ଏହାସହ କଟକ ଲିଙ୍କରୋଡ ସ୍ଥିତ ଙଝଖ କାର୍ଯ୍ୟାଳୟରେ ଚଢାଉ କରପାଇଛି । ସେହିଭଳି ଓଡିଆ ବଜାରରେ ଥିବା ମହିମା ମିଶ୍ରଙ୍କ ବାସଭବନରେ ବି ରେଡ ହୋଇଛି । ତେବେ ଏହି ରେଡ୍ କାରଣ କଣ ତାହା ଜଣାପଡିନି ।ସୂଚନା ଥାଉକି […]Continue Reading
Seo wordpress plugin by www.seowizard.org.