Home Posts tagged CBI arrests Paradip Port doctor on charges of graft
Odisha News
ଡାକ୍ତର ବାବୁ ନେଉଥିଲେ ଟଙ୍କାକରିବାକୁ ନିୟମ ବଙ୍କାପଇସା ବଦଳରେ ଜାହଜବାଲାଙ୍କୂଦେଉଥିଲେ କୋଭିଡ୍ ସାର୍ଟିଫିକେଟ୍‌ସିବିଆଇବାଲା ମାଡି ବସିଲେଖୋଜିଲେ ତାଙ୍କ ପକେଟ୍ । ମଳିଲା ପକେଟୁ ୫୦ ହଜାରଘରୁ ମିଳିଲା ଡଲାରପୁଣି ମିଳିଲା ବିଦେଶୀ ମଦସିଗାରେଟ୍ ପାକେଟ୍ ହଜାର । ଡାକ୍ତରଙ୍କ ନାମ ରାଜେନ୍ଦ୍ର ପାଣିଗ୍ରାହୀପାରାଦ୍ୱୀପ ପୋର୍ଟ ହସ୍ପିଟାଲ ଅଫିସରଜେଲ ଚାରିକାନ୍ଥ ଏବେ ତାଙ୍କ ନୂଆ ଠିକଣାଜଣା ନାହିଁ କେବେ ହେବେ ସିଏ ବାହାର । କେତେ ଯତ୍ନ କରି ବଢାଇଥିଲା ବାପପାଠ Continue Reading
Seo wordpress plugin by www.seowizard.org.