Home Posts tagged Cancer
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟ ପାରଳାଖେମୁଣ୍ଡି, ୫/୧୧: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଏନସିଡି: ସେଲ ପକ୍ଷରୁ ଗଜପତି ଜିଲ୍ଲାସ୍ତରୀୟ ବିଶ୍ଵ କର୍କଟ ଦିବସ ଶନିବାର ଦିନ ପାଳିତ ହୋଇଯାଇଛି ।ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହାକୁ ସିଡିଏମଓ: ଡ଼ାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି Continue Reading
Odisha News
Ashwini Darjee ବରଗଡ,୩/୧୧: ବରଗଡ଼ ଫାଇଟର୍ସ ଗୃପ ପକ୍ଷରୁ ଗତ ଅକ୍ଟୋବର ମାସରେ ବିଶ୍ବ ସ୍ତନ କର୍କଟ ସଚେତନତା ମାସ ଅବସର ଏକ ଡିଜିଟାଲ ସଚେତନତା କେମ୍ପେନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେବଳ ବରଗଡ କିମ୍ବା ଓଡ଼ିଶା ନୁହଁ ଦେଶ ବାହାର ମହିଳା ମାନଙ୍କ ଠାରୁ ମଧ୍ୟ ଯଥେଷ୍ଟ ସମର୍ଥନ ମିଳିଛି। ଏବେ ଫାଇଟର୍ସ ଗୃପ ପକ୍ଷରୁ କେନସର ସରଭାଇବର୍ସ ଙ୍କୁ ମାନସିକ ସ୍ତର ଶକ୍ତ କରିବା ପାଇଁ ଏକ ମୋଟିଭେସନାଲ କାର୍ଯ୍ୟଶାଳା ର ଆୟୋଜନ କରାଯିବ।ଜଣେ […]Continue Reading
Seo wordpress plugin by www.seowizard.org.