Home Posts tagged businessman shot dead in kendujhar
Odisha News
କେନ୍ଦୁଝର,୧/୫ : କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଚାଞ୍ଚଲ୍ୟ। ଆଜି ଏଠାରେ ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ନାଁ ଭୋଳା ସିହ୍ନା।ସକାଳ ପ୍ରାୟ ୯ଟା ବେଳେ ଭୋଳା ସିହ୍ନା ତାଙ୍କ ସ୍କୁଟିରେ ୬ ନମ୍ବର ୱାର୍ଡର ପୁରୁଣା ଏଲ୍ଆଇସି କଲୋନୀ ନିକଟସ୍ଥ ଘରକୁ ଫେରୁଥିବା ବେଳେ ମନି ଟାୱାର ନିକଟରେ ତାଙ୍କ ଉପରକୁ ଗୁଳି ମାଡ଼ କରାଯାଇଥିଲା। ଘଟଣାସ୍ଥଳରୁ ଗୋଟିଏ ଖୋକା ଜବତ କରାଯାଇଛି।ଭୋଳା ସିହ୍ନା ଘଟଣାସ୍ଥଳରେ ପଡ଼ିଥିବା ବେଳେ Continue Reading
Seo wordpress plugin by www.seowizard.org.