Home Posts tagged Bus fares hike Odisha
Odisha News
ଭୁବନେଶ୍ବର, ୩୧/୩: ତୈଳ ଦର ଲଗାତାର ବୃଦ୍ଧି କାରଣରୁ ରାଜ୍ୟରେ ଘରୋଇ ଯାତ୍ରୀ ବସ୍ଭଡ଼ା ବୃଦ୍ଧି କରାଯାଇଛି। ବସଭଡ଼ା କାରଣରୁ ଏଣିକ ଯାତ୍ରୀମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଯାତ୍ରୀମାନଙ୍କୁ ସାଧାରଣ ବସ୍ ଭଡା କିଲୋମିଟର ପିଛା ୮୭ରୁ ୯୦ ପଇସା ଦେବାକୁ ପଡ଼ିବ ।ସେହିପରି ଏକ୍ସପ୍ରେସ୍ ବସ ଭଡା କିଲୋମିଟର ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି । ତା ସହିତ ଡିଲକ୍ସ ବସ ଭଡା ୧ଟଙ୍କା ୨୫ ପଇସାରୁ ୧ ଟଙ୍କା ୩୧ […]Continue Reading