Home Posts tagged bumb blast
Odisha News
ଭୁବନେଶ୍ୱର,୬/୨: ରାଜଧାନୀର ନୂଆ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ବୋମାମାଡ ହୋଇଛି। ଖାଇବାକୁ ନେଇ ଝଗଡା ହେବାରୁ ଏକ ହୋଟେଲ କର୍ମଚାରୀଙ୍କ ଉପରକୁ ଏହି ବୋମାମାଡ ହୋଇଥିବା ଜଣାପଡିଛି। ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। େବୋମାମାଡ କରିଥିବା ୨ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ଖଣ୍ଡଗିରି ପୋଲିସ।ସୂଚନାଯୋଗ୍ୟ, ବସ୍ଷ୍ଟାଣ୍ଡରେ ଥିବା ଜୟ ଜଗନ୍ନାଥ ହୋଟେଲକୁ ଦୁଇ ଜଣ ବ୍ୟକ୍ତି ଖାଇବାକୁ ଯାଇଥିଲେ। Continue Reading
Seo wordpress plugin by www.seowizard.org.