Home Posts tagged Budget session
Odisha News
ନୂଆଦିଲ୍ଲୀ,୧/୨: ଆଜି ବଜେଟରେ ଅନେକ ଜିନିଷ ଉପରୁ ଟିକସ ହ୍ରାସ ହୋଇଥିବା ବେଳେ ଅନେକର ବୃଦ୍ଧି କରାଯାଇଛି। ସୀମା ଶୁଳ୍କ ୧୩ ପ୍ରତିଶତ ହ୍ରାସ ହୋଇଥିବା ଯୋଗୁ ମୋବାଇଲ ଶିଳ୍ପରେ ବ୍ୟବହୃତ କ୍ୟାମେରା ଲେନ୍ସ, ବ୍ୟାଟେରୀ କଷ୍ଟମ ଡ୍ୟୁଟି ହ୍ରାସ କରାଯାଇଛି। ସେହିପରି ଖେଳଣା, ସାଇକେଲ, ଅଟୋମୋବାଇଲ୍ ଶସ୍ତା ହୋଇଛି।ପୋଷାକରୁ ଟିକସ ହ୍ରାସ କରାଯାଇଛି। ଫଳରେ ଏହା ଶସ୍ତା ହେବ ବୋଲି କୁହାଯାଇଛି। ଇଲେକ୍ଟ୍ରୋନିକ୍ ବାହାନର ଦାମ୍ ମଧ୍ୟ ଶସ୍ତା ହେବ ବୋଲି ଘୋଷଣା Continue Reading
Odisha News
ନୂଆଦିଲ୍ଲୀ,୧/୨: ଲୋକସଭାରେ ଆଜି ଠିକ୍ ଦିନ ୧୧ଟାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅମୃତ କାଳ ବା ସ୍ୱାଧୀନତାର ୭୫ ବର୍ଷ ପୂରିବା ପରେ ପ୍ରଥମ ବଜେଟ କେନ୍ଦ୍ର ସରକାର ଉପସ୍ଥାପନ କରୁଛନ୍ତି। ଚଳିତ ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତାବର୍ଷ ସାଧାରଣ ନିର୍ବାଚନ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ୨୦୨୩-୨୪ ବଜେଟ ପ୍ରସ୍ତୁତ କରାଯାଇଛି।ନିର୍ମଳା Continue Reading
Odisha News
ନୂଆଦିଲ୍ଳୀ,୩୧/୧: ମଙ୍ଗଳବାର ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ହୋଇଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହୋଇଥିବା ଏହି ୨୦୨୨-୨୩ ସର୍ବେକ୍ଷଣରେ ସୂଚନା ଦେଇଛନ୍ତି ଯେ ଆର୍ଥିକ ବର୍ଷ ୨୦୨୩ରେ ଜିଡିପି ଅବିବୃଦ୍ଧି ୭ ପ୍ରତିଶତ ହୋଇଥିବା ବେଳେ ଆଗାମୀ ବର୍ଷ ଏହା ୬.୫ ପ୍ରତିଶତ ହୋଇପାରେ ବୋଲି ଆକଳନ କରାଯାଇଛି।ଏହି ଅଭିବୃଦ୍ଧି ହାରରେ ଭାରତୀୟ ଅର୍ଥନୀତି ଦୁନିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ରହିବ। ମହାମାରୀ ସମୟରେ ମନ୍ଥର ହୋଇ ଯାଇଥିବା Continue Reading
Odisha News
ଭୁବନେଶ୍ବର,୩୧/୩: ଗୁରୁବାର ଦିନ ଶେଷ ହେଲା ବିଧାନସଭା ବଜେଟ ଅଧିବେଶନ। ଏହି ଅଧିବୋନରେ ମୋଟ ୬ଟି କାର‌୍ୟ୍ୟ ଦିବସ ଥିଲା। ଦୁଇଟି ମୂଲତବୀ ପ୍ରସ୍ତାବ ଆଲୋଚନା ହୋଇଥିଲା। ୩୫୨ଟି ତାରକା ପ୍ରଶ୍ନ, ୫୪୨ଟି ଅଣତାରକା ପ୍ରଶ୍ନ ଗ୍ରହଣ କରାଯାଇଥିଲା।ପାଞ୍ଚଟି ସରକାରୀ ବିଲ ପାରିତ।ପାଞ୍ଚଟି ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି।ବଜେଟ ଅଧିବେଶନର ଶେଷ ଦିନରେ ଶ୍ରୀମନ୍ଦିର ପରିକ୍ରମା ପାଇଁ ବିଧାନସଭାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ଗୃହ କମିଟି । ସଦସ୍ୟ Continue Reading
Odisha News
ସ୍ୱାଗତିକା ଭୂତିଆଭୁବନେଶ୍ୱର,୨୫/୩: ଆରମ୍ଭ ହୋଇଛି ବଜେଟ୍ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷ ରଖିଛନ୍ତି । ଏହି ଅବସରରେ ରାଜ୍ୟପାଳ ସିଡିଏସ୍ ବିପିନ ରାୱାତଙ୍କ ସମେତ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ସହ କରୋନା କାଳରେ ଲଢିଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।ଏହି ଅଧିବେଶନ ଆସନ୍ତା ମାସ ୩୧ ତାରିଖ ପର୍ଯ୍ୟନ୍ତି ଚାଲିବ । ମୋଟ ୭ଟି କାର୍ଯ୍ୟ ଦିବସ ଥିଲା ବେଳେ ଗୋଟିଏ ଦିନ Continue Reading
Seo wordpress plugin by www.seowizard.org.