Home Posts tagged Budget 2023
Odisha News
ସ୍ୱାଗତିକା ଭୂତିଆଭୁବନେଶ୍ୱର, ୧ ।୨: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ବଜେଟ୍ ୨୦୨୩-୨୪ ଯେଉଁଭଳି ଲୋଭନୀୟ ହେବ ବୋଲି ଆଶା କାରାଯାଉଥିଲା, ସେଭଳି କିଛି ହୋଇନାହିଁ । ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ସ୍ଥିରତା ରକ୍ଷା କରିବା ସହିତ ଦୀର୍ଘସୂତ୍ରୀ ଯୋଜନା ମାଧ୍ୟମରେ ଦେଶର ଅଭିବୃଦ୍ଧି କିପରି ହୋଇପାରିବ ସେ ନେଇ ଗୁରୁତ୍ୱ ଆରୋପ କରିଛନ୍ତି ।ନୂତନ ନିଯୁକ୍ତି ନେଇ କିଛି ଘୋଷଣା ନଥିବା ବେଳେ ୧୦ ଲକ୍ଷ କୋଟି ଟଙ୍କାର ଏକ ବିଶାଳ […]Continue Reading
Odisha News
ନୂଆଦିଲ୍ଲୀ,୧/୨: ଲୋକସଭାରେ ଆଜି ଠିକ୍ ଦିନ ୧୧ଟାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅମୃତ କାଳ ବା ସ୍ୱାଧୀନତାର ୭୫ ବର୍ଷ ପୂରିବା ପରେ ପ୍ରଥମ ବଜେଟ କେନ୍ଦ୍ର ସରକାର ଉପସ୍ଥାପନ କରୁଛନ୍ତି। ଚଳିତ ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତାବର୍ଷ ସାଧାରଣ ନିର୍ବାଚନ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ୨୦୨୩-୨୪ ବଜେଟ ପ୍ରସ୍ତୁତ କରାଯାଇଛି।ନିର୍ମଳା Continue Reading
Top Stories
ନୂଆଦିଲ୍ଲୀ,୧।୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନ ୧୧ ଟାରେ ଦେଶର ସାଧାରଣ ବଜେଟ ୨୦୨୩ ଉପସ୍ଥାପନ କରିବେ। ଇତି ମଧ୍ୟରେ ଅର୍ଥମନ୍ତ୍ରୀ କ୍ୟାବିନେଟ ବୈଠକରେ ଯୋଗଦେବା ପାଇଁ ସଂସଦ ଗୃହରେ ପହଞ୍ଚିଛନ୍ତି। ଏହାପୂର୍ବରୁ ସେ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ରାଷ୍ଟ୍ରପତି ବଜେଟକଔପଚାରିକ ଭାବେ ଅନୁମୋଦନ ଦେଇଛନ୍ତି।ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର Continue Reading
Seo wordpress plugin by www.seowizard.org.