Home Posts tagged bsf jawan will remove from odisha to jammu
Odisha News
ମାଲକାନଗିରି, ୨୮/୭: ମାଲକାନଗିରି ଜିଲ୍ଲାରୁ ହଟିବେ ଗୋଟିଏ ବାଟାଲିୟନ ବିଏସ୍ଏଫ୍ ଯବାନ। ବିଏସ୍ଏଫ୍ ବାଟାଲିୟନ ମାଲକାନଗିରିରୁ ଜମ୍ମୁ ଓ କାଶ୍ମୀରକୁ ଯିବେ ବୋଲି ଜଣାପଡ଼ିଛି।ଜମ୍ମୁ ଓ କଶୀର ସୀମାରେ ପାକିସ୍ତାନ ଆତଙ୍କବାଦୀଙ୍କ ଲଗାତାର ଆକ୍ରମଣରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାପାଇଁ ଏଠାରୁ ଗୋଟିଏ ବାଟାଲିୟନ ଯବାନଙ୍କୁ ସ୍ଥାନାନ୍ତର କରାଯାଉଛି।ଗତ ତିନି ଦିନ ମଧ୍ୟରେ ଜାମ୍ମୁ ଓ କାଶ୍ମୀରରେ ଦୁଇ ଥର ଆତଙ୍କବାଦୀଙ୍କ ସେନା ଉପରେ ଆକ୍ରମଣ ହୋଇଛି। ଗତକାଲି Continue Reading
Seo wordpress plugin by www.seowizard.org.