Home Posts tagged Brazil
Odisha News
ନୂଆଦିଲ୍ଲୀ,୯/୧: ବ୍ରାଜିଲରେ ହୋଇଥିବା ଦଙ୍ଗା ପରିସ୍ଥିତିକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଘଟଣାରେ ଉଦ୍ବେଗ ପ୍ରକାଶ କରିବା ସହ ବ୍ରାଜିଲ ସରକାରଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି।ଏନେଇ ମୋଦି ଟ୍ୱିଟ୍ କରି କହିଛନ୍ତି ଯେ, ଗଣତାନ୍ତ୍ରିକ ପରମ୍ପରାକୁ ସମସ୍ତେ ସମ୍ମାନ ଦେବା ଆବଶ୍ୟକ। ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭାଙ୍କୁ ଟ୍ୟାଗ କରି ସେ ଏହି ଟ୍ୱିଟ୍ କରିଛନ୍ତି।ବ୍ରାଜିଲରେ ରାଷ୍ଟ୍ରୀୟ Continue Reading
Odisha News
ବ୍ରାସିଲି.୧୭/୨: ବ୍ରାଜିଲର ରିଓ ଡି ଜେନେରୋ ରାଜ୍ୟର ପେଟ୍ରୋପୋଲିସ୍ ସହରରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ପ୍ରବଳ କ୍ଷତି ଘଟିଛି। ଏହାଯୋଗୁଁ ୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର‌୍ୟ୍ୟ ଏବେ ବି ଚାଲୁ ରହିଛି, ତେଣୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ରିଓ ଡି ଜେନେରୋର ଗଭର୍ଣ୍ଣର୍ କହିଛନ୍ତି। ଏହି ଅଘଟଣର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ୨୦୧୧ରେ ଏହି ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ୯୦୦ ଲୋକଙ୍କ ମୃତ୍ୟୁ Continue Reading
Seo wordpress plugin by www.seowizard.org.