
ବ୍ରହ୍ମପୁର, ୧୩/୯: ନକଲି ମଦ ପ୍ରସ୍ତୁତ କାରଖାନା ଉପରେ ଗୋଳନ୍ଥରା ଥାନା ପୁଲିସ ଚଢ଼ାଉ କରିଛି। ପୁଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି। ଏହା ସହିତ ବିପୁଳ ପରିମାଣର ନକଲି ମଦ ପ୍ରସ୍ତୁତ ସାମଗ୍ରୀ ମଧ୍ୟ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମୁନା ନାୟକ, ବୁଲୁ ପାତ୍ର, ସନିଆ ସାହୁ ଓ ନିଲୁ ସାହୁ।ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ୪୦ ଲିଟର ସ୍ପିରିଟ, ୫୦୦ ଖାଲି ବୋତଲ, ୩୦୦୦ ବୋତଲର ଠିପି, ୫୦୦ […]Continue Reading