
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧/୨ : ନାରାୟଣନଗର ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ,ସପ୍ତମ ଦିନରେ ଅକ୍ରୁରଙ୍କର ହରି ନାମ ଗାନ ଗୋପପୁରକୁ ଗମନ ମଞ୍ଚସ୍ଥ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ନିର୍ମାତ ହୋଇଥିବା ଭବ୍ୟ ଯୁଗ୍ମ ମନ୍ଦିର ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ପ୍ରତିଷ୍ଠା ଦିବସର ସପ୍ତମ ଦିବସରେ କଂସ ମହାରାଜ ଆଦେଶ କ୍ରମେ ଅକ୍ରୁରଙ୍କର ହରି ନାମ ଗାନ ଓ ଗୋପପୁର ଗମନ ନାଟକ ମଞ୍ଚସ୍ଥ ହୋଇଛି ।ଏଥିରେ କଂସ Continue Reading