କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୦/୧୧: ବୌଦ୍ଧଜିଲ୍ଲାସ୍ତରୀୟ କୁଇଜ ବିଜ୍ଞାନ ପ୍ରତିଯୋଗିତା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଗାଷ୍ଠୀ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୁଇଜ ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡମ୍ବରୁଧର ଭୋଇ ଓ କାର୍ଯ୍ୟକ୍ରମର ଆବାହକ ବିଜ୍ଞାନ ଶିକ୍ଷକ ସତ୍ୟନାରାୟଣ ସ୍ୱାଇଁ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୮/୧୧: ବୌଦ୍ଧଜିଲ୍ଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଷୁଡିବାରେ ଲାଗିଛି । ଶିକ୍ଷାବର୍ଷ ଅଧା ଅତିକ୍ରମ କରିସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟ ସରିନାହିଁ । ଏପଟେ ଶିକ୍ଷକ ଅଭାବରୁ ଗୋଟିଏ ପରେ ଗୋଟିଏ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟଗୁଡିକରେ ତାଲା ପକାଇବା ଭଳି ଘଟଣା ଦେଖିବାକୁ ମିଳିଛି ।ସବୁଠାରୁୂ ଗୁରୁତ୍ୱପୂର୍ଣ୍ଣ ହେଲା ବୁଧବାର ଦିନ ବୌଦ୍ଧ ସହର Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୬/୧୧: ବୌଦ୍ଧଜିଲ୍ଲା ସଦର ମହକୁମାରେ ଥିବା ଜିଲ୍ଲା ଷ୍ଟାଡିୟମ କାର୍ଯ୍ୟ ଶେଷ ହୋଇ ପାରୁୂନାହିଁ ଫଳରେ ଖେଳାଳୀ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଛି ।ଏହି ଜିଲ୍ଲା ଷ୍ଟାଡିୟମଟି ୨୦୦୬ ମସିହାରୁ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଖେଳ ଉପଯୋଗୀ ହୋଇ ପାରିନାହିଁ । ଷ୍ଟାଡିୟମର ଏବେବି ଅନେକ କାମ ବାକି ରହିଥିବା ବେଳେ ମୁଖ୍ୟତଃ ପଡିଆ କାମ ଅଧାପନ୍ତିରିଆ ଭାବରେ ପଡିରହିଛି ।ଯାହାକୁ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୪/୧୧: ବୌଦ୍ଧ ବ୍ଲକ୍ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି ।ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଓ ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବରକୋଣ୍ଡା ଯୁଗ୍ମ ଜନ ଶୁଣାଣୀ ଶିବିରରେ ଉପସ୍ଥିତ ରହି ଶିବିରକୁ ଆସିଥିବା ବିଭିନ୍ନ ଅଭିଯୋଗ ଗୁଡିକର ସମାଧାନ କରିଥିଲେ ।ଶିବିରକୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତର ଜନସାଧାରଣ ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୦/୧୦: ମଙ୍ଗଳବାର ପୂର୍ବାହ୍ନରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାର ଚିଠା ଭୋଟର ତାଲିକା ପ୍ରକାଶ ପାଇଛି ।ଜିଲାପାଳ ତଥା ଜିଲାନିର୍ବାଚନ ଅଧିକାରୀ ସୁବ୍ରତ କୁମାର ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ତଥା କଂଟାମାଳ ନିର୍ବାଚନ ମଣ୍ଡଳିର ପଞ୍ଜିକରଣ ଅଧିକାରୀ ଅନିରୁଦ୍ଧ ପଧାନ, ଉପଜିଲାପାଳ ତଥା ବୌଦ୍ଧ ନିର୍ବାଚନ ମଣ୍ଡଳିର ପଞ୍ଜିକରଣ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା , Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୮/୧୦ : ବୌଦ୍ଧ ବ୍ଲକ ଜମଘାଟି ଗ୍ରାମର କର୍ପୁର ମହାନନ୍ଦିଆ ସ୍ୱାମୀ ଲକ୍ଷ୍ମଣ ମହାନନ୍ଦିଆ ଦୀର୍ଘ ଦିନ ହେଲା ପାରକ୍ଷଲିସିସ ରୋଗରେ ପୀଡିତ ଥିବା ବେଳେ ଉକ୍ତ ପରିବାର ଗରିବ ଶ୍ରେଣୀ ର ହୋଇ ଥିବାରୁ ଦୁଃଖ ମୂଲ କରି ପେଟ ପୋଷୁ ଥିଲେ ।କିନ୍ତୁ ପାଖରେ କୌଣସି ପ୍ରକାର ଆର୍ଥିକ ସମ୍ବଳ ନଥିବାରୁ ସ୍ୱାମୀ ଙ୍କ ଚିକିତ୍ସା ସେବା କରିବା କଷ୍ଟକର ହୋଇପଡୁଥିଲା ବୋଲି ସ୍ତ୍ରୀ କର୍ପୁର ପ୍ରକାଶ କରିଥିଲେ କ୍ଷ ତେଣୁ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୮/୧୦ : ଦିନ ବୌଦ୍ଧ ଜିଲାପାଳ ସୁବ୍ରତ ପଣ୍ଡା ବୌଦ୍ଧ ବ୍ଲକ ଉପାନ୍ତ ଅଞ୍ଚଳ ର ବିଭିନ୍ନ ସ୍ଥାନ କୁ ପରିଦର୍ଶନ କରି ସିଧାସଳଖ ଲୋକଙ୍କ ସହ ବାର୍ତ୍ତା ଳାପ କରି ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥିଲେ ।ପ୍ରଥମେ ବହୁ ପ୍ରସ୍ତାବିତ ଗୁରୁଜୀମୁଣ୍ଡା ପ୍ରକଳ୍ପ ଠାରେ ପହଂଚି ତାର ସ୍ଥିତି ପରଖିବା ସହ ଚାଷୀଙ୍କ ସହ ସିଧାସଳଖ କଥାବାର୍ତ୍ତା ହୋଇଥିଲେ ।ସେଠାରୁ ଟିକରପଡା ଗ୍ରାମ ରେ ଗ୍ରାମବାସୀ ଙ୍କ ସହ ମିଶିଥିଲେ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ ବୌଦ୍ଧ,୨୩/୧୦: ବୌଦ୍ଧ ସହରର ବୁଟୁପାଲି ଗଜଲକ୍ଷ୍ମୀ ପୁଜା କମିଠି ପକ୍ଷରୁ ଗତ ପୂଣ୍ଣିମା ଦିନ ଠାରୁ ଧୁମଧାମରେ ମାଆ ଲକ୍ଷ୍ମୀଙ୍କ ପୂଜା ପାଳିତ ହୋଇଆସୁୃଛି । ପୂଜା ଆରମ୍ଭ ଦିନ ଏକ କଳସ ଶୋଭାଯାତ୍ରା ସହ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିଲା ।ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପୂଜା କମିଟି ପକ୍ଷରୁ ଧୁମଧାମରେ ପାଳନ କରିବା ସହ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ କରାଯାଉଅଛି । ମାଆ ଙ୍କ ମଣ୍ଡପ ସମ୍ମୁଖରେ ଲକ୍ଷେ ଆଠ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୭/୧୦ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବ ଓଡ଼ିଶାର ନିର୍ମାତା ନବୀନ ପଟନାୟକଙ୍କ ୭୮ତମ ଜନ୍ମ ଦିବସ ଅବସରରେ ସମଗ୍ର ଓଡ଼ିଶାରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ବୌଦ୍ଧ ବିଜୁ ଜନତାଦଳ ପକ୍ଷରୁ ସ୍ଥାନୀୟ ରେଡ଼କ୍ରସ ରକ୍ତଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଏନଏସି ଅଧକ୍ଷ ମୃତ୍ୟଞ୍ଜୟ ମିଶ୍ର ବିସିସିବି ସଭାପତି ଅରୁଣ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ୧୫/୧୦: ବୌଦ୍ଧ ବ୍ଲକ୍ ମୁରୁଶୁଣ୍ଢୀ ସ୍ଥିତ ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି ।ସକାଳ ୧୦ ଘଣ୍ଟା ସମୟରେ ଆରମ୍ଭ ହୋଇଥିବା ଜନ ଶୁଣାଣୀ ଶିବିରରେ ସି. ଡ଼ି. ଇ. ଓ ତଥା ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ – ଆରକ୍ଷୀ ଅଧିକ୍ଷକ ସଂଯୁକ୍ତା ବାର୍ଲା,ଭାରପ୍ରାପ୍ତ ଉପ ଜିଲ୍ଲାପାଳ ଚାର୍ଲସ ନାଏକ ଶିବିରରେ ଉପସ୍ଥିତ ରହି ଆସିଥିବା ବିଭିନ୍ନ Continue Reading