
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୧/୫ : ଶନିବାର ଦିନ ଦିବା ଘ.୧୨.୦୫ ମିନିଟ ସମୟରେ ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ ହଲ ଠାରେ ନିଶା ମୁକ୍ତ ସମାଜ ଗଠନ ପାଇଁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ସହ ବୈଠକ ରେ ଯୋଡି ହୋଇଥିଲେ ।ଉକ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନିଶା ନିବାରଣ ପାଇଁ ଏକ ସ୍ବତନ୍ତ୍ର ଅଭିଯାନର ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଥିଲେ । ବିଭିନ୍ନ ମାଦକ ଦ୍ରବ୍ୟର ବେଆଇନ […]Continue Reading