Home Posts tagged boudh district (Page 9)
Odisha News
ବୌଦ୍ଧ,୨୫/୯: ବୌଦ୍ଧ ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ଦ୍ୱାରା ସ୍ଥାନୀୟ ସାଧୁ ଚରଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୀରନରସିଂପୁର ଠାରେ ହିନ୍ଦୀ ଶିକ୍ଷକ ସଂଘ ସଭାପତି ସଦାନନ୍ଦ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ଅଧକ୍ଷ ଓମ୍ ପ୍ରକାଶ ପ୍ରଧାନ, ବିଶିଷ୍ଟ ଅତିଥି ଭାବରେ ଜବାହର ନବୋଦୟ ବିଦ୍ୟାଳୟ,ବୌଦ୍ଧର ହିନ୍ଦୀ ଅଧ୍ୟାପକ ଦିଲ୍ଲୀପ ବଡ଼ତ୍ୟା, ସମ୍ମାନିତ ଅତିଥି ଭାବରେ ସୋନପୁର ଜିଲ୍ଲା ଉଲୁଣ୍ଡା ଉଚ୍ଚ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୩/୯: ଓଡିଶା ସରକାରଙ୍କ ବିଦ୍ୟାଳୟ ଗଣ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ବିଦ୍ୟାଳୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ମୟୁରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ ଜୟପୁର ର ଜନତା ଉଚ୍ଚ ବିଦ୍ୟାଳୟ ରେ ଆଜି ତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲାର ୧୩ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରୁଛନ୍ତି । ୧୪ ବର୍ଷ ରୁ କମ ବାଳିକା ବିଭାଗରେ ସନ୍ତିପ୍ତି ସାହୁ , ପ୍ରାଚୀପ୍ରଭା ମେହେର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୨/୯ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ରମ୍ଭିକଟା ଠାରେ ଈଊଚଖ ନାମରେ ଏକ ସ୍ପିରିଟ କମ୍ପାନୀ କାର୍ଯ୍ୟ କରି ଆସୁଛି । କମ୍ପାନୀ ଗଠନ ପାଇଁ ଗ୍ରାମ ବାସୀ ଶହ ଶହ ଏକର ଚାଷ ଜମି କମ୍ ଦାମ ରେ କିଣି କେତକ ସରକାରୀ ଜାଗା ମାଡ଼ିବସିଥିବାର ଅଭିଯୋଗ ହେଉଛି!ଜନସୁଣାଣି ସମୟ ରେ ଜମି ହରାଇ ଥିବା ପରିବାର ଙ୍କୁ ଚାକିରୀ, ଅଞ୍ଚଳ ର ବେକାର ଯୁବକ ଯୁବତୀ ମାନଙ୍କୁ ଚାକେରି ଓ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୧/୯: ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ନିକଟରେ ଆଗି ନିର୍ଦ୍ଦାରିତ ସମୟରେ ନବାନ୍ନ ଲାଗିବା ପରେ ଗ୍ରାମ ଗୁଡିକର ଗ୍ରାମଦେବୀଙ୍କ ପିଠରେ ଲାଗିଥିଲା ନବାନ୍ନ । ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ । ଏହି ପର୍ବ ପାଇଁ ସାରା ପଶ୍ଚିମ ଓଡିଶା ଚଳଚଞ୍ଚଳ ହୋଇପଡିଥିବା ବେଳେ ବୌଦ୍ଧ ଜିଲ୍ଲାରେ ମଧ୍ୟ ଧୁମଧାମରେ ପାଳିତ ହୋଇଛି ।କୃଷିଭିତିକ ଗଣପର୍ବ ଯୋଗୁଁ ପୁରା ବୌଦ୍ଧ ଜିଲ୍ଲା ଉତ୍ସବ ମୁଖର ହୋଇପଡିଛି । ଗାଁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ ,୧୯/୯: ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ର ଆଜି ବୌଦ୍ଧ ଏବଂ ହରଭଙ୍ଗା ବ୍ଲକ ରେ ଆନ୍ଦୋଳନ କରି ଧାରଣାରେ ବସିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ନିକଟରେ ପହଂଚି କଂଗ୍ରେସ ଦଳର ନୈତିକ ସମର୍ଥନ ଜଣାଇଥିଲେ ।ଶ୍ରୀ ମିଶ୍ର ବୌଦ୍ଧ ଏବଂ ହରଭଙ୍ଗା ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଚାଲି ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଧାରଣା ସ୍ଥଳରେ ପହଂଚି ତାଙ୍କସହ ଆଲୋଚନା କରି ଥିଲେ । ତାଙ୍କ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୭/୯: ମୃତ କନେଷ୍ଠବଳ ଅଶୋକ କହଁରଙ୍କ ପରିବାରକୁ ଜିଲ୍ଲା ପୁଲିସ ପକ୍ଷରୁ ୩୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଗୁରୁବାର ଦିନ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଏସପି ରାଜ ପ୍ରସାଦ ଏହି ସହାୟତା ରାଶି ମୃତ କନେଷ୍ଠବଳଙ୍କ ପତ୍ନୀ କଳ୍ପନା କହଁରଙ୍କୁ ପ୍ରଦାନ କରିଛନ୍ତି ।ପ୍ରକାଶଥାଉକି ଗତ ୧୮.୦୫.୨୦୨୨ ରିଖ ଦିନ ବୌଦ୍ଧଜିଲ୍ଲା ହରଭଙ୍ଗା ଥାନାରେ କାର୍ଯ୍ୟରତ କନେଷ୍ଠବଳ ଅଶୋକ କହଁର ଥାନା କାର୍ଯ୍ୟରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୬/୯ : ହୀରାକୁଦର ଉପର ମୁଣ୍ଡରେ ଭୀଷଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବା ଫଳରେ ୨୨ ଗୋଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ କରାଯାଉଅଛି ।ତେଣୁ ମହାନଦୀର ତଳମୁଣ୍ଡରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ଆଶଙ୍କା ନେଇ ରାଜ୍ୟ ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯିବା ପରେ ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୩/୯ : ହରଭଙ୍ଗା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଓଡ଼ିଶା ସରକାର ଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ସନ୍ଧ୍ୟାରେ ଉଦଜ୍ଜାପିତ ହୋଇଯାଇଛି । ସମ୍ମାନିତ ଅତିଥିଭାବେ ହରଭଙ୍ଗା ବ୍ଲକ କୃଷି ଅଧିକାରୀ ସବ୍ୟସାଚୀ ଦାସ କୃଷିଋଣ, ଫସଲ ବୀମା ଆଦି କୃଷି ସମ୍ପର୍କିତ ଯୋଜନା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ସମ୍ମାନିତ ଅତିଥିଭାବେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୨/୯ : ଆଜି ହରଭଙ୍ଗା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଓଡ଼ିଶା ସରକାର ଙ୍କ ଦ୍ଵାରା ଆୟୋଜିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର କୁ ମୁଖ୍ୟ ଅତିଥଭାବେ ବ୍ଲକ୍ ଅଧକ୍ଷା ଶ୍ରୀମତୀ ସ୍ନେହଲତା ପ୍ରଧାନ ମା ଭୈରବୀଙ୍କ ଫୋଟୋରେ ପ୍ରଦୀପ ପ୍ରଜ୍ଵଳନ କରି ଶୁଭ ଉଦ୍ଘାଟନ କରି ସରକାରଙ୍କ ଲୋକାଭିମୁଖୀ ଯୋଜନାର ବାର୍ତ୍ତାକୁ ଲୋକଙ୍କ ପାଖରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୮/୯: ବୌଦ୍ଧଜିଲ୍ଲା ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ପକ୍ଷରୁ ଆଜି ଏକ ଦାବିପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ରରେ କ୍ୟାଡର ପୁନଃ ଗଠନ ପ୍ରକ୍ରିୟାରେ ସରକାର ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି । ତୃଣମୂଳ ରେ କାର୍ଯ୍ୟରତ ବହୁ ମୁଖୀ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପରୋକ୍ଷ ଭାବରେ ଆନ୍ଦୋଳନ ଆଭିମୁଖ୍ୟ ଆଡକୁ ବାଧ୍ୟ କରୁଛି ।ପ୍ରତ୍ୟକ Continue Reading