
ବୌଦ୍ଧ,୧୧/୧୦: ଘରେ ବସିଥିଲା କାରଖାନା। ତିଅରି ହେଉଥିଲା ଦେଶୀ ବନ୍ଧୁକ । ଗତରାତିରେ ପୁଲିସ୍ ଅତର୍କିତ ଭାବେ ଚଢ଼ାଉ କରି ଏପରି କାରଖାନା ଠାବ କରିବା ସହ ବହୁ ବନ୍ଧୁକ ଜବତ କରିଛି। ଏଥିସହ ବନ୍ଧୁକ କାରିଗର ସିଲାଇପଡ଼ା ଗ୍ରାମର ଶେଷଦେବ ବିନ୍ଧାଣି ବନ୍ଧା ହୋଇଛନ୍ତି।ଏପରି ଏକ ବନ୍ଧୁକ କାରଖାନା ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ୍ ଶଗଡା ଅନ୍ତର୍ଗତ ସିଲାଇପଡ଼ା ଗ୍ରାମରେ ଠାବ ହୋଇଛି। ଏଥିସହ ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ଏହା ଦେଖି ଗ୍ରାମବାସୀଙ୍କ […]Continue Reading