Home Posts tagged boudh district (Page 26)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୧/୧୨: ଓଡିଶା ଏଡସ ନିୟନ୍ତ୍ରଣ ସମିତି ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସପ୍ତାହ ବ୍ୟାପୀ ଏଚଆଇଭି ଏଡସ ଓ ସିଫିଲିସ ରୋଗର ସମୁଳ ନିରାକରଣ ପାଇଁ ପାଲା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାର ତିନୋଟି ବ୍ଲକର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ମନମୁଣ୍ଡା, ବାଉଁଶୁଣୀ ଓ ପୁରୁଣାକଟକ ଠାରେ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଯାହାକି ଜନମାନସରେ ଏହି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୮/୧୨: ଗଡଜାତ ଅଂଚଳବାସୀ ତାଙ୍କର ପୂର୍ବ ସ୍ମୃତିକୁ ସାଉଁଟିବାସହ ଏହି ମହୋତ୍ସବ ମାଧ୍ୟମରେ ଏ ଅଂଚଳର ଲକ୍‌କାୟିତ କଳା ଓ ସଂସ୍କୃତିକୁ ଲୋକ ଲୋଚନକୁ ଅଣିପାରିବାସହ ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇ ଉନ୍ନତିର ପଥ ପ୍ରଦର୍ଶନ କରିପାରିଛି ବୋଲି ତୃତୀୟ ସଂଧ୍ୟାରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।ତୃତୀୟ ସଂଧ୍ୟାରେ ମୁଖ୍ୟ ଅତିଥିଭାବେ କଂଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ମହିଧର ରଣା ଯୋଗ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୭/୧୨: ବୌଦ୍ଧ ମଦନମୋହନ ନାଟ୍ୟ କଳାପରିଷଦ ପକ୍ଷରୁ ଭୈରବୀ ପଡିଆ ଠାରେ ଚାଲିଥିବା ଧନୁଯାତ୍ରାର ଆଜି ଷଷ୍ଠ ସନ୍ଧ୍ୟା । ଷଷ୍ଠ ସନ୍ଧ୍ୟାରେ ନାଟକ ରାଇ ମାନଭଂଜନ ମଂଚସ୍ଥ ହୋଇଥିଲା । ଆଜିର ନାଟକର ପ୍ରାରମ୍ଭରେ ନିର୍ବାକ ନୃତ୍ୟ ନାଟିକା ସତୀ ଆତ୍ମହତୀ ନାଟକ ମଂଚସ୍ଥ ହୋଇଥିଲା ।ପରେ ନାଟକ ଆରମ୍ଭ ହୋଇଥିଲା । ନାଟକରେ କୃଷ୍ଣଙ୍କ ସହିତ ରାଧାଙ୍କ ମନମାଳିନ ହେବାରୁ କୃଷ୍ଣ ବର୍ଣ୍ଣର ସମସ୍ତ ବସ୍ତୁ ପରିତ୍ୟାଗ କରିବା ସହ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୩/୧୨ : କଣ୍ଟାମାଳ ବ୍ଳକ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜନଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସତ୍ୟରଂଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନାଙ୍କ ଉପସ୍ଥିତିରେ ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଶିବିରରେ ସମୁଦାୟ ୪୪ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୩୩ ଗୋଟି ବ୍ୟକ୍ତିଗତ ମାମଲା ଓ ୧୧ ଗୋଟି ବିଭିନ୍ନ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ ବୌଦ୍ଧ,୧୨/୧୨: ବୌଦ୍ଧ ବୁଣାକାର ବଜାରରେ ସମ୍ବଲପୁରୀ ବସ୍ତ୍ର ବିଭିନ୍ନ ଅଞ୍ଚଳର ବ୍ୟବସାୟୀ ଓ ସାଧାରଣ ଗ୍ରାହାକମାନଙ୍କୁ ଆକର୍ଷିତ କରିବାରେ ଲାଗିଛି,ପ୍ରତି ସପ୍ତାହର ରବିବାର ଦିନ ବୌଦ୍ଧର ଆଦର୍ଶ କୃଷକ ବଜାର ମଧ୍ୟରେ ବୁଣାକାର ବଜାର ବସୁଅଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଣାକାରମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦିଆଯାଉଅଛି ।ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୯/୧୨: ସ୍ଥାନୀୟ କଚେରୀ ଖେଳ ପଡିଆଠାରେ ବୌଦ୍ଧ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ୍‌୍ ଦ୍ୱାରା ଗତ ୨ ତାରିଖଠାରୁ ଆୟୋଜିତ ହୋଇଥିବା ସପ୍ତଦଶ ବୌଦ୍ଧ ପୁସ୍ତକମେଳା ବୁଧବାର ସନ୍ଧ୍ୟାରେ ଉଦ୍‌୍‌ଯାପିତ ହୋଇଯାଇଛି ।ପୁସ୍ତକମେଳାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦୈନିକ ସକାଳ ଖବରକାଗଜର ପ୍ରକାଶକ ଅମିତ କୁମାର ମଲ୍ଲିକ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଶିଳ୍ପପତି ଅଶୋକ କୁମାର ଅଗ୍ରୱାଲା, ଜର୍ଣ୍ଣାଲିଷ୍ଟ ଫୋରମ୍‌୍ Continue Reading
Odisha News
ବୌଦ୍ଧ,୨/୧୨: ମନମୁଣ୍ଡା ବାଇପାସ୍ ର ଏକ ନାଳ ରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର । ବ୍ୟାଙ୍କ କର୍ମଚାରୀ ଜଣକ ଦେଉଳି ଗ୍ରାମର ଚିତ୍ତରଞ୍ଜନ ନାଏକ।ଚିତ୍ତରଞ୍ଜନ ସୋନପୁର ୟୁନିୟନ ବ୍ୟାଙ୍କ୍ ରେ କାର୍ଯ୍ୟରତ ଥିଲେ । ତେବେ କର୍ମଚାରୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସୂଚନା ଅନୁଯାୟୀ ସକାଳ ସମୟରେ କିଛି ଲୋକ ପ୍ରାତଃ ଭ୍ରମଣ କରୁଥିବା ସମୟରେ ପୋଲ ତଳେ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧/୧୨: ବୌଦ୍ଧଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଆଇସିଟିସି ଓ ଡିଏସଆରସି ପକ୍ଷରୁ ଟାଉନହଲ ଠାରେ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସତ୍ୟରଂଜନ ସାହୁ ଅଧ୍ୟକ୍ଷତା କରି ଗଂଜାମ ଜିଲ୍ଲାର ଗୋପାଳପୁର ଠାରେ ଏଚଆଇଭି ଆକ୍ରାନ୍ତ ତଥା ଅନାଥ ଶିଶୁମାନଙ୍କ ପାଇଁ ଏକ ଅନାଥ ଶ୍ରମ ଖୋଲାଯାଇଥିବା କହିଥିଲେ । ଏହି ମାଧ୍ୟମରେ ଆମେ ଗରିବ ଲୋକଙ୍କୁ ସାହାର୍ଯ୍ୟ କରି ପାରିବା ବୋଲି ମତବ୍ୟକ୍ତ କରିଥିଲେ ।ସମ୍ମାନିତ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩୦/୧୧; ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସହ ଯୋଗରେ ଏକ ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଉଦଘାଟନ କରିବା ସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ଜିଲ୍ଲା ଯୁବରେଡ କ୍ରସର ସଂପାଦକ ଅଧ୍ୟାପକ ପ୍ରବିର କୁମାର ଦାସ ଯୋଗଦେଇ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସଚେତନତା ହିଁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୯/୧୧: ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ବୌଦ୍ଧ ଜିଲ୍ଲା ପକ୍ଷରୁ ସଂଘର ୯ ଦଫା ଦାବି ପୂରଣ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।ପାଚକ ପାଚିକା ମାନଙ୍କୁ ମାସକୁ ୯୭୫୦ ଟଙ୍କା ଦରମା ପ୍ରଦାନ, ଚତୁର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା ପ୍ରଦାନ, ଚିକିତ୍ସା ଭତ୍ତା ସହିତ ଜୀବନ ବୀମାର ସୁବିଧା ପ୍ରଦାନ, ୨୦୧୮ ମସିହା Continue Reading