
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୮/୨ :ଶୁକ୍ରବାର ଦିନ ୧୦ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ଜେଲରେ ଥିବା ବନ୍ଦୀ ମାନଙ୍କୁ ଦିଆଯାଉଥିବା ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମକୁ ପରିଦର୍ଶନ କରିଛନ୍ତି ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଅଜୟ କୁମାର ଦାଶ ।ଶ୍ରୀ ଦାଶ ସେଠାରେ ବନ୍ଦୀ ମାନଙ୍କୁ ଦିଆ ଯାଉଥିବା ଦୁଇଟି ବ୍ୟାଚର ତାଲିମ କାର୍ଯ୍ୟମକୁ ପରିଦର୍ଶନ କରିବା ସହ ତାଲିମ୍ ପୁସ୍ତକ ବଣ୍ଟନ କରିଥିଲେ ।ତା ସହିତ ତାଲିମ୍ ନେଉଥିବା ବନ୍ଦୀ ମାନଙ୍କ Continue Reading