Home Posts tagged bollywood actress zareen khan
Bollywood
କୋଲକାତା,୧୭/୯ : ଠକେଇ ମାମଲାରେ ବଢ଼ିଛି ବଲିଉଡ ଅଭିନେତ୍ରୀ ଜରୀନ ଖାନଙ୍କ ଅଡ଼ୁଆ। ତାଙ୍କ ନାଁରେ ଆଜି କୋଲକାତାର ଗୋଟିଏ କୋର୍ଟ ଗିରଫ ପରୱାନା ଜାରି କରିଛନ୍ତି। ୨୦୧୮ ମସିହାରେ ଜରୀନଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। ପୁଲିସ୍ ଏହାର ତଦନ୍ତ କରି କୋଲକାତାର ସିଆଲଦା କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲା।ମାମଲାର ଶୁଣାଣି ଚାଲିଥିବା ବେଳେ ଜରୀନ ଜାମିନ ପାଇଁ ଆବେଦନ କରି ନଥିଲେ କିମ୍ବା କୋର୍ଟରେ ହାଜର ମଧ୍ୟ ହୋଇ ନଥିଲେ। ସମନ ସତ୍ତ୍ୱେ ସେ […]Continue Reading
Seo wordpress plugin by www.seowizard.org.