Home Posts tagged BOLLYWOOD ACTRESS PRIYANKA CHOPRA
Bollywood
ମୁମ୍ବାଇ,୧୩/୧୧: ବଲିଉଡର ଦେଶୀ ଗର୍ଲ ଅର୍ଥାତ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିବାହ ପରେ ବିଦେଶରେ ରହୁଛନ୍ତି। ସ୍ବାମୀ ଓ ଝିଅ ସହ ସେ ଆମେରିକାରେ ରହୁଥିବା ବେଳେ ଅନେକ ସମୟରେ ଭାରତ ଆସନ୍ତି। ତେବେ ବିଦେଶରେ ବସବାସ କରି ବି ପ୍ରିୟଙ୍କା ଭାରତୀୟ ଭାବେ ସବୁ ପର୍ବପର୍ବାଣୀକୁ ପାଳନ କରୁଥିବା ଦେଖାଯାଏ। ରଙ୍ଗର ପର୍ବ ହୋଲି ହେଉ କି ଆଲୋକର ପର୍ବ ଦୀପାବଳି, ସବୁ ପର୍ବକୁ ସେ ଧୁମଧାମରେ ପରିବାର ସହ ପାଳନ୍ତି।ପ୍ରିୟଙ୍କାଙ୍କ ପରେ ଏବେ ତାଙ୍କ […]Continue Reading
Bollywood
ନୂଆଦିଲ୍ଲୀ,୩୧/୧ସାମନାକୁ ଆସିଲା ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଝିଅ ମାଳତୀ ମେରି ଚୋପ୍ରା ଜୋନସ୍ଙ୍କ ଫଟୋ । କୁନି ମାଳତୀ ନିଜ ବାପା ନିଜକ୍ ଜୋନସ୍ଙ୍କ କାର୍ବନ କପି ପରି ଲାଗୁଥିବା ବେଳେ କ୍ୟୁଟନେସ୍ରେ ବି ଭରପୁର। ଏକ ଖାସ୍ ଅବସରରେ ପୂରା ଜୋନସ୍ ପରିବାରର ଉପସ୍ଥିତିରେ ପ୍ରିୟଙ୍କା ନିଜ ଝିଅ ଫଟୋ ଓ ଭିଡିଓ ଅଫିସିଆଲି ଶେଆର କରିଛନ୍ତି।ଏକ ଖାସ୍ ସମାରୋହରେ ଜୋନସ ବ୍ରଦର୍ସ ମଞ୍ଚ ଉପରେ ଉପସ୍ଥିତ ଥିବା ବେଳେ ପରିବାରର ଅନ୍ୟ […]Continue Reading
Seo wordpress plugin by www.seowizard.org.