Home Posts tagged BOLLYWOOD ACTRESS NUSRAT BHARUCHA
Odisha News
ମୁମ୍ବାଇ,୮/୧୦: ଇସ୍ରାଏଲ୍ ଓ ପାଲେଷ୍ଟେନୀୟ ଆତଙ୍କବାଦୀ ସଙ୍ଗଠନ ହମାସ୍ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଭାରତୀୟ ଅଭିନେତ୍ରୀ ନୁସ୍ରତ୍ ଭରୁଚା ଇସ୍ରାଏଲ୍ରେ ଫସି ରହିଥିବା କଥା ଶନିବାର ଦିନ ତାଙ୍କ ‘ଟିମ୍’ର ଜଣେ ସଦସ୍ୟ କହିଛନ୍ତି।ତାଙ୍କ ‘ଟିମ୍’ ସଦସ୍ୟମାନଙ୍କ ମଧ୍ୟରୁ ଜଣେ ଜାରି କରିଥିବା ବିବୃତିରେ କହିଛନ୍ତି, ଦୁର‌୍ୟୋଗକୁ ନୁସ୍ରତ୍ ଇସ୍ରାଏଲ୍ରେ ଫସି ରହିଛନ୍ତି। ‘ହାଫିଆ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ’ରେ ଯୋଗ ଦେବା ପାଇଁ ସେ ଇସ୍ରାଏଲ୍ Continue Reading